View Page

Category

ss

cat1

cat2

Dictionary : View_page

ID Main Word Content
3156 ଅନାଲମ୍ବୀ
  1. Anālambī (ସଂ.ବି.) - ମହାଦେବଙ୍କ ବୀଣା Siba's lute.
3157 ଅନାଲମ୍ବୁକା
  1. Anālambukā (ସଂ.ବି.) - ଋତୁମତୀ ସ୍ତ୍ରୀ A woman during menstruation.
3158 ଅନାଳସ୍ୟ
  1. Anāḻasya (ସଂ.ବି.) - ଆଳସ୍ୟର ଅଭାବ Freedom from laziness.
  2. ଫୂର୍ତ୍ତି; କର୍ମତତ୍ପରତା Assiduity; promptness.
  3. (ସଂ.ବିଣ.) - ଆଳସ୍ୟହୀନ; ନିରଳସ; କର୍ମ ତତ୍ପର; ଫୂର୍ତ୍ତିବାଜ୍ Assiduous; prompt.
  • ଅନାଳସ୍ୟା - (ସ୍ତ୍ରୀ)
3159 ଅନାଳାପ
  1. Anāḻāpa (ସଂ.ବି.) - ଲୋକଙ୍କ ସଙ୍ଗେ ନ ମିଶିବା  Reserve.
  2. ମୌନ; କଥା ନ କହିବା Taciturnity.
  3. (ସଂ.ବିଣ.) -  (ସ୍ତ୍ରୀ) ମୌନୀ Taciturn.
  4. ଯେ ଲୋକଙ୍କ ସଙ୍ଗେ ମିଶେ ନାହିଁ Reserved.
  5. ଯେ ଗପେ ନାହିଁ  Not talkative.
  • ଅନାଳାପା - (ସ୍ତ୍ରୀ)
3160 ଅନାଳାପୀ
  1. Anāḻāpī (ଦେ.ବିଣ.) - ଯେ ମେଳାପୀ ନୁହେ; ଯେ ଅନ୍ୟମାନଙ୍କ ସଙ୍ଗେ ମିଳାମିଶା କରିବାକୁ ସୁଖ ପାଏ ନାହିଁ Unsociable; not affable; reserved.
Page 632 of 661



Advertisement

sksk