| 3296 |
ଅନୀକ |
- Anīka (ସଂ.ବି.) - ସୈନ୍ୟ Soldier.
- ଯୁଦ୍ଧବ୍ୟୁହ Army.
- ଯୁଦ୍ଧ War fight.
- ସମୂହ Multitute.
|
| 3297 |
ଅନୀକସ୍ଥ |
- Anīkastha (ସଂ.ବି.) - (ଅନୀକରେ ଯାହା ଥାଏ) ସେନାଦଳ Army; troop.
- ଅକ୍ଷୌହିଣୀର ଦଶମାଂଶ A battalion consisting of 21870. soldiers.
[ ଦ୍ର ] 2187 ହସ୍ତୀପକ ସେନା, 2187 ରଥାରୋହୀ ସେନା, 6561 ଅଶ୍ୱାରୋହୀ ସେନା ଓ 1935 ପଦାତି ଏହିପରି ମୋଟରେ 21870 ପରିମିତ ସୈନିକ।
|
| 3298 |
ଅନୀତି |
- Anīti (ସଂ.ବି.) - କୁନୀତି; ଦୁର୍ନୀତି, ନୀତିବିରୁଦ୍ଧ କାର୍ଯ୍ୟ ବା ଅନୁଷ୍ଠାନ Immorality.
- ଅନାଚାର Non-observance of social rules.
- ଅତ୍ୟାଚାର Oppression.
- ଅନ୍ୟାୟ Injustice.
- ପରର ସ୍ୱତ୍ତ୍ୱଖଣ୍ଡନ Violation of the people's right.
- ମନ୍ଦକାର୍ଯ୍ୟ Evil action; improper action. କି
- (ଦେ.ବିଣ.) - ଅନୈତିକ Immoral.
- ସଦାଚାରବିଗର୍ହିତ; ଶାସ୍ତ୍ରବିରୁଦ୍ଧ Contrary to the approved social rules.
|
| 3299 |
ଅନୀଦୃଶ |
Also : [ ଅନିଦୃକ୍ ]
- Anīdruṡa (ସଂ.ବିଣ.) - ଏପରି ନୁହେ Not like this.
|
| 3300 |
ଅନୀଶ୍ବର |
- Anīṡwara (ସଂ.ବିଣ.) - (ଯାହା ମତରେ ଈଶ୍ୱର ନାହାନ୍ତି) ନାସ୍ତିକ Godless; athteist.
- ପ୍ରଭୁହୀନ Masterless; lordless.
- ଅରକ୍ଷ Having no protector.
- (ଦେ.ବି.) - ଅପ୍ରଭୁ; ଯେ ପ୍ରଭୁ ନୁହେ One who is not a master or a lord.
|