| 46 |
ଅଇଶାନ |
Also : [ ଅଇଶାଣ, ଅଇଶାନ୍ୟ, ଐଶାନ୍ୟ, ଐଶାନୀ ]
- Aiṡāṇa (ଗ୍ରା.) -ଉତ୍ତରପୂର୍ବ କୋଣ; ଈଶାନ କୋଣ The North-east quarter.
- ପାର୍ବତୀ Goddess Pārbati.
- ଶକ୍ତିବିଶେଷ A divine power; creative energy.
|
| 47 |
ଅଇଶୁର୍ଯ୍ୟ |
Also [ ଅଇଶ୍ବର୍ଯ୍ୟ, ଐଶ୍ୱର୍ଯ୍ୟ ]
- A̲i̱ṡwarj̄yā ସଂ. ବି. (ଈଶ୍ୱର+ଯ) ପ୍ରଭୁତ୍ୱ Supremacy; mastery; great power.
- ଅସାଧାରଣ ତେଜ Glory; extraordinary splendour.
- ଈଶ୍ୱରତ୍ୱ Divine majesty; divine perfection; divinity.
- ଧନ; ସମ୍ପତି; ବିଭବ; ବଡ଼ତି Riches; affluence; wealth.
- ମହିମା; ପ୍ରତାପ Majesty; grandeur.
- ଈଶ୍ୱରଙ୍କର ଅଣିମାଦି ଅଷ୍ଟବିଧ ବିଶିଷ୍ଟ ଶକ୍ତି ବା ବିଭୂତି Eight divine attributes of god.
|
| 48 |
ଅଇଶ୍ବର୍ଯ୍ୟ |
Also [ ଅଇଶୁର୍ଯ୍ୟ, ଐଶ୍ୱର୍ଯ୍ୟ ]
- A̲i̱ṡwarj̄yā ସଂ. ବି. (ଈଶ୍ୱର+ଯ) ପ୍ରଭୁତ୍ୱ Supremacy; mastery; great power.
- ଅସାଧାରଣ ତେଜ Glory; extraordinary splendour.
- ଈଶ୍ୱରତ୍ୱ Divine majesty; divine perfection; divinity.
- ଧନ; ସମ୍ପତି; ବିଭବ; ବଡ଼ତି Riches; affluence; wealth.
- ମହିମା; ପ୍ରତାପ Majesty; grandeur.
- ଈଶ୍ୱରଙ୍କର ଅଣିମାଦି ଅଷ୍ଟବିଧ ବିଶିଷ୍ଟ ଶକ୍ତି ବା ବିଭୂତି Eight divine attributes of god.
|
| 49 |
ଅଇସୁଲକ୍ଷଣୀ |
- Aisulakshaṇī [synonym(s): ଗ୍ରା. ବିଣ. ସ୍ତ୍ରୀ) ଐଶ୍ୱର୍ୟ୍ୟଶାଳିନୀ Prosperous.
- ସୌଭାଗ୍ୟବତୀ, ସୁଭଗା, ଯେଉଁ ସ୍ତ୍ରୀ ପତିପୁତ୍ରଯୁକ୍ତା ହୋଇ ସୁଖରେ ରହେ। (a woman) Who is happy with her husband and sons living.
|
| 50 |
ଅଉଁଶ ବଉଁଶ |
Also [ ଅଂଶବଂଶ ]
- Aṁṡabaṁṡa [synonym(s): ଦେ. ବି. (ସହଚର; ସଂ. ଅଂଶ+ବଂଶ) - କୌଣସି ବ୍ୟକ୍ତିର ସଗୋତ୍ର ଓ ଅସଗୋତ୍ର ବଂଶଧରଗଣ All the descendants of a person, both lineal and collateral.
- କୌଣସି ବ୍ୟକ୍ତିର କୌଣସି ବଂଶଧର Any lineal descendant of a person.
- କୌଣସି ବିଷୟର ଚିହ୍ନ ମାତ୍ର Any trace left of any matter.
|