View Page

Category

ss

cat1

cat2

Dictionary : View_page

ID Main Word Content
136 ଅକ
  1. Aka (ସଂ.ବି.) - ବକ୍ରଗତି Curved motion. 
  2. (ଅ=ନୁହେଁ+କ=ସୁଖ) ଦୁଃଖ  Trouble. 
  3. ପାପ Sin. 
  4. ସଂ. ପ୍ରତ୍ୟୟ; (ଏହି ପ୍ରତ୍ୟୟାନ୍ତଶବ୍ଦ ବିଣ. ହୁଏ ଓ ପୁଲିଙ୍ଗ ହୁଏ ଯଥା - ନାୟକ; କାରକ; ପାଳକ; ଏଥିର ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ ଶେଷରେ ଇକା ଥାଏ, ଯଥା -ନାୟିକା, କାରିକା, ପାଳିକା।) ଯେ କରେ, ସମ୍ପାଦନାକାରୀ A suffix like the English suffix 'er' as in leader; doer; maintainer
137 ଅକଇଲାଣ

also [ ଅକଲ୍ୟାଣ]

  1. Akailāṅa (ଗ୍ରା.ବି.) - ଅମଙ୍ଗଳ; ଅଶୁଭ  Woe; evil. 
  2. ଅଭିସମ୍ପାତ Imprecation; curse.
138 ଅକଉଡ଼ିଆ
  1. Akauṟḍ̠iā (ଦେ.ବିଣ.) - ମୂଲ୍ୟହୀନ Valueless; of no value. 
  2. ଧନହୀନ; ନିଃସ୍ୱ penniless; poverty-stricken. 
  3. ମାଗଣା Got gratis; gratuitous.
139 ଅକକର୍ଥନ
  1. Akakarthana (ଗ୍ରା. ବି.) - ବାହୁନା; ବାହୁନି କରି ଅତି କରୁଣ ସ୍ୱରରେ କାନ୍ଦିବାSorrowful lamentation. 
  2. ଅତ୍ୟନ୍ତ ଶୋକ ବା ଦୁଃଖ Affliction. 
  3. ବାହୁନି କରି କାନ୍ଦୁଥିବା (ବ୍ୟକ୍ତି) Wailing. 
  4. ଶୋକ ପ୍ରକାଶ କରୁଥବା Sorrowing.
140 ଅକକର୍ଥନା

also [ ଅକକର୍ଥନ ]

  1. Akakarthana (ଗ୍ରା. ବି.) - ବାହୁନା; ବାହୁନି କରି ଅତି କରୁଣ ସ୍ୱରରେ କାନ୍ଦିବା Sorrowful ଅତ୍ୟନ୍ତ ଶୋକ ବା ଦୁଃଖ Affliction
  2. ବାହୁନି କରି କାନ୍ଦୁଥିବା (ବ୍ୟକ୍ତି) Wailing.
  3. ଶୋକ ପ୍ରକାଶ କରୁଥବା Sorrowing.
Page 28 of 661



Advertisement

sksk