View Page

Category

ss

cat1

cat2

Dictionary : View_page

ID Main Word Content
141 ଅକକ୍ଷ
  1. Akaksha (ସଂ.ବି.) ଯାହା ଗ୍ରହର ନିର୍ଦ୍ଦିଷ୍ଟ ପଥ ନୁହେଁ That which is not the proper orbit of a planet
142 ଅକଚ
  1. Akacha (ସଂ.ବିଣ.) - କେଶହୀନ hairless. 
  2. ଟାଙ୍ଗରା Bald. 
  3. ଯେଉଁ ଗ୍ରହର ସଞ୍ଚାର କାଳରେ ମେଘ ରହେ ନାହିଁ, କିମ୍ବା ଅ+କଚ=କେଶ; ଏହା କେଶ ଅର୍ଥାତ୍ ମସ୍ତକହୀନ ଥିବାରୁ)—କେତୁଗ୍ରହ The descending node; the dragon's tail.
  • (ଅକଚା—ସ୍ତ୍ରୀ)
143 ଅକଚା
  1. Akachā (ସଂ.ବିଣ.) -  ଯେଉଁ ଲୁଗା କଚା ହୋଇ ନାହିଁ; ଯେଉଁ ଲୁଗାକୁ କେହି କାଚି ନାହିଁ Unwashed (cloth); Uncleansed (cloth).ending node; the dragon's tail.
144 ଅକଚ୍ଛ
  1. Akachchha (ସଂ.ବି.) -  ଯେଉଁ ବ୍ୟକ୍ତି କଚ୍ଛା ମାରି ଲୁଗା ପିନ୍ଧି ନଥାଏ (Person) Who does not wear cloth by tagging down one end to the back side.
145 ଅକଟ
  1. Akaṭa (ଗ୍ରା.ବି.)  - (ଅଟକର ବର୍ଣ୍ଣବିପର୍ଯ୍ୟୟଯୁକ୍ତ ଉଚ୍ଚାରଣ)  ଅଟକ; ଅଟକି ଯିବା; ଯାଉଁ ଯାଉଁ କୌଣସି ସ୍ଥାନରେ ଗତି ବନ୍ଦ ହେବା Stoppage; stopping; halt.
Page 29 of 661



Advertisement

sksk