View Page

Category

ss

cat1

cat2

Dictionary : View_page

ID Main Word Content
151 ଅକଡ଼

Also [ ଅକଳ ]

  1. Akaḻa (ଦେ.ବି.)ଅସୁବିଧା; ଅଖଞ୍ଜ Inconvenience. 
  2. ଅସୁବିଧାଜନକ ସ୍ଥାନ Inconvenient place. 
  3. ଅସୁବିଧାଜନକ ଅବସ୍ଥା; ଅଖଞ୍ଜିଆ ଅବସ୍ଥା State of inconvenience; queer predicament
  4. ଅନନ୍ୟୋପାୟତା; ଉପାୟାନ୍ତରହୀନ ଅବସ୍ଥା A state in which one has no other alternative. 
  5. ଦେହର ମର୍ମସ୍ଥାନ (ଆଘାତ ସ୍ଥାନ) Vulnerable part of the body.
  6. ଯେଉଁ ସ୍ଥାନକୁ ହାତ ପାଏ ନାହିଁ A place beyond one's reach.
  7. (ଦେ.ବିଣ.) ଅସୁବିଧାଜନକ Inconvenient
  8. କୋମଳ ବା ସୁକୁମାର (ଦେହର ସ୍ଥାନ) Vunerable part of the body. 
  9. ଅନନ୍ୟୋପାୟ Having no other alternative. 
  10. ଉପାୟରହିତ Resourceless.
152 ଅକଡ଼ବାଗିଆ

Also [ ଅକଡ଼ବାଗୀ]

  1. Akaṟḍ̠abāgīa (ଦେ. ବିଣ.) - ଏକଜିଦିଆ, ଜିଦିଖୋର; ନିର୍ବନ୍ଧଶୀଳ Obstinate; pertinacious.
  2.  ଅଖାଡ଼ୁଆ Unreasonable; rude

 

153 ଅକଡ଼ବାଗୀ

Also [ ଅକଡ଼ବାଗିଆ ]

  1. Akaṟḍ̠abāgī (ଦେ. ବିଣ.) - ଏକଜିଦିଆ, ଜିଦିଖୋର; ନିର୍ବନ୍ଧଶୀଳ Obstinate; pertinacious.
  2.  ଅଖାଡ଼ୁଆ Unreasonable; rude

 

154 ଅକଡ଼ବାଜୀ
  1. Akaṟḍ̠abājī (ଦେ.ବି.) - ଏକାଜିଦି ଧରି ବସିବା Obstinacy
  2. ଅଖାଡ଼ୁପଣ  Rudeness
155 ଅକଡ଼ମ ଚକ୍ର
  1. Akrardama chakra (ସଂ.ବି.) - (ଜ୍ୟୋତିଷ) ସ୍ବରୋଦୟ ଶାସ୍ତ୍ରଲିଖିତ ଭାଗ୍ୟ ଗଣନା ଚକ୍ରବିଶେଷ Name of an astrological circle.
  2. (ଦେ.ବି.) ଅଲେଖଧର୍ମାବଲମ୍ବୀମାନଙ୍କର ଶରୀରଭେଦ ବା ଯୋଗସାଧନ ସମ୍ବନ୍ଧୀୟ ଚକ୍ରବିଶେଷ (ଗୁରୁ ଶିଷ୍ୟଙ୍କୁ ମନ୍ତ୍ର ଦେଲା ବେଳେ ଏ ଚକ୍ରକୁ ଭୂମିରେ ଅଙ୍କନ କରନ୍ତି) A mystic circle drawn on the ground by devotees of Alekha Sect.
Page 31 of 661



Advertisement

sksk