View Page

Category

ss

cat1

cat2

Dictionary : View_page

ID Main Word Content
3091 ଅନାଦିମଧ୍ୟାନ୍ତ
  1. Anādimadhyānta (ସଂ.ବିଣ.) - ଯାହାର ଆଦି, ମଧ୍ୟ ଓ ଅନ୍ତ ନାହିଁ Having no beginning, middle or end.
3092 ଅନାଦିଷ୍ଟ
  1. Anādishṭa (ସଂ.ବିଣ.)ଯାହା ଆଦେଶ କରାଯାଇ ନ ଥାଏ Not ordered; unauthorised.
  2. ଯେ ଆଦେଶ ପ୍ରାପ୍ତ ହୋଇ ନ ଥାଏ Who has not received any order or authority.
3093 ଅନାଦିନବ
  1. Anādīnaba (ସଂ.ବିଣ.)ନିର୍ଦ୍ଦୋଷ Faultless.
  • ଅନାଦୀନବା - (ସ୍ତ୍ରୀ)
3094 ଅନାଦୃତ
  1. Anādṛuta  (ସଂ.ବିଣ.)ଯାହାକୁ ଆଦର ବା ସମ୍ମାନ ଦେଖା ଯାଇ ନାହିଁ Unhonoured.
  • ଅନାଦୃତା - (ସ୍ତ୍ରୀ)
3095 ଅନାଦେୟ
  1. Anādeya  (ସଂ.ବିଣ.)ଗ୍ରହଣର ଆଯୋଗ୍ୟ; ଅଗ୍ରହଣୀୟ Not fit to be received; unacceptable.
Page 619 of 661



Advertisement

sksk