| 3101 |
ଅନାପନ୍ନ |
- Anāpanna (ସଂ.ବିଣ.) - ଆପଦରେ ପଡ଼ି ନ ଥିବା Not fallen into distress.
- ଅପ୍ରାପ୍ତ Unattained.
|
| 3102 |
ଅନାପ୍ଳୁତ |
- Anāpḻuta (ସଂ.ବିଣ.) - ଗାଧୋଇନଥିବା Unbathed.
- ଅଧୁଆ Unwashed.
|
| 3103 |
ଅନାବନା |
- Anābanā (ଦେ.ବିଣ.) -ଅନାମା; ଯାହାର ନାମ ନାହିଁ Having no name.
- ଅଜ୍ଞାତନାମା; ଯାହାର ନାମ ଜଣା ନାହିଁ Whose name is not known.
- ଏକତ୍ର ମଶ୍ରିତ Jumbled up together; mixed up.
- ଇତସ୍ତତଃ ବିକ୍ଷିପ୍ତ; ଅସମ୍ବନ୍ଧ Confused; Without sequence or method.
- (ବହୁବଚନ) ନାମ ଜଣା ନ ଥିବା ନାନା ପ୍ରକାରର (ଶାଗ) Consisting. of many nameless (herbs).
- ନାନାପ୍ରକାର ଅନାମା ବୃକ୍ଷ Miscellaneous plants having no name.
|
| 3104 |
ଅନାବଶ୍ୟକ |
- Anābaṡyaka (ସଂ.ବିଣ.) - ଅପ୍ରୟୋଜନୀୟ; ବେଦରକରୀ Useless; unncerssary.
- ଅନାବଶ୍ୟକର ଅଶୁଦ୍ଧ ବ୍ୟବହାର; କାରଣ ଆବଶ୍ୟକ ଶବ୍ଦ ବିଶେଷଣ ଏବଂ ସଂ. ରେ ଆବଶ୍ୟକୀୟ ଶବ୍ଦ ନାହିଁ) ଅନାବଶ୍ୟକ; ଅପ୍ରୟୋଜନୀୟ; ବେଦରକରୀ Useless; unncerssary.
|
| 3105 |
ଅନାବର୍ଷଣ |
Also : [ ଅନାବୃଷ୍ଟି ]
- Anābarshaṇa (ସଂ.ବି.) - ବୃଷ୍ଟିର ଅଭାବ; ମେଘ ବରଷା ନ ହେବା Want of rain.
- ଖୁସ୍କି; ମରୁଡ଼ି Drought
- (ସଂ.ବିଣ.) - ବୃଷ୍ଟିହୀନ Rainless
|