| 3111 |
ଅନାବିଷ୍ଟ |
- Anābishṭa (ସଂ.ବିଣ.) - ଅନିଯୁକ୍ତ Not engaged in.
- ଅନାସକ୍ତ Not devoted or attached to.
- ଅସ୍ଥିର Unsettled.
- ଅମନୋଯୋଗୀ Inattentive.
|
| 3112 |
ଅନାବୃତ୍ତ |
- Anābṛutta (ସଂ.ବିଣ.) - ଫେରି ନ ଥିବା Not returned.
- ଅନିର୍ବାଚିତ Ṇot chosen.
- ଅନଭ୍ୟସ୍ତ Not exercised or practised.
|
| 3113 |
ଅନାବୃତ |
- Anābṛuta (ସଂ.ବିଣ.) - ଅନାଚ୍ଛାଦିତ; ଘୋଡ଼ିଆ ହୋଇ ନ ଥିବା Uncovered.
- ଖୋଲା Open; exposed.
- ଯାହାର ଘୋଡ଼ଣି ନାହିଁ Having no lid or cover
- ଲୁଗା ପିନ୍ଧି ନ ଥିବା; ଫୁଙ୍ଗା Undressed.
|
| 3114 |
ଅନାବୃତ୍ତି |
- Anābṛutti (ସଂ.ବି.) - ଅପ୍ରତ୍ୟାବର୍ତ୍ତନ; ନ ଫେରିବା Not returning
- ଅପୁନରାବର୍ତ୍ତନ; ମୋକ୍ଷ; ପରମ ମୁକ୍ତି Final emancipation.
- ଅନଭ୍ୟାସ Want of practice or exercise.
|
| 3115 |
ଅନାବୃଷ୍ଟି |
Also : [ ଅନାବର୍ଷଣ ]
- Anābṛushṭi (ସଂ.ବି.) - ବୃଷ୍ଟିର ଅଭାବ; ମେଘ ବରଷା ନ ହେବା Want of rain.
- ଖୁସ୍କି; ମରୁଡ଼ି Drought
- (ସଂ.ବିଣ.) - ବୃଷ୍ଟିହୀନ Rainless
|