| 3126 |
ଅନାମ୍ୟ |
- Anāmya (ସଂ.ବିଣ.) - ଯାହା ନୁଆଁଇହେବା ଅସମ୍ଭବ Impossible to be bent.
|
| 3127 |
ଅନାୟକ |
- Anāyaka (ସଂ.ବିଣ.) - ନେତାହୀନ; ଯାହାର କେହି ସର୍ଦ୍ଦାର ବା ଚାଳକ ନାହିଁ Leaderless.
- ଶାସକହୀନ Having no ruler.
- ଅଶୃଙ୍ଖଳ; ଗଡ଼ବଡ଼ିଆ Disorderly.
|
| 3128 |
ଅନାୟତ |
- Anāyata (ସଂ.ବିଣ.) - ଅବିସ୍ତୃତ Not extended.
- ଅଦୀର୍ଘ Not long.
- କ୍ଷୁଦ୍ର; ଛୋଟ Small; little.
- ଅଳ୍ପ Few; limited.
- ଧାରାବାହିକ; ଅବିଚ୍ଛିନ୍ନ Continuous.
- ପୃଥିକ୍ କରାଯାଇ ନ ଥିବା Unseparated.
- ଅଳ୍ପକାଳସ୍ଥାୟୀ Of short duration.
- ଅନିୟତ୍ରିତ; ଅସଂଯତ, ଅବାଧ Unrestrained; unchecked.
- ଯାହାକୁ କେହି ଟେକି ଧରି ନାହିଁ Unpropped; unsupported.
- ସନ୍ନିହିତ Adjoining.
- (ସଂ.ବିଣ) - ଅବଶୀଭୂତ Unsubdued.
- ଯାହାକୁ ପୋଷା ମନାଯାଇ ନ ପାରେ Untamed.
- ସ୍ବାଧୀନ; ଅପରାଧୀନ Independent.
- ଅସମର୍ଥ Incapable.
- ଯାହା କୌଣସି ବ୍ୟକ୍ତିର ଅଧୀନରେ ନାହିଁ; ବେଅକ୍ତିଆର୍ Not under one's control.
- କ୍ଷମତାହୀନ powerless.
- ଅଧିକାରର ବହିର୍ଭୂତ Beyond one's control.
- ବେକାବୁ Overpowered.
- (ଦେ.ବିଣ) - ନିରୂପାୟ; ନିରାଶ୍ରୟ Helpless. (ଯଥା - ମୋତେ ଏ ରୋଗ ଅନାୟତ୍ତ କରିଦେଲାଣି।)
- ଯେ ନିଜ କଥା ନିଜ ବୁଝେ— One who looks after one's own work.
- ନାଚାର Resourceless.
- (ଦେ.ବି.) - ନାଚାର ଅବସ୍ଥା Helpless condition.
|
| 3129 |
ଅନାୟତ୍ତ |
- Anāyatta (ସଂ.ବିଣ) - ଅବଶୀଭୂତ Unsubdued.
- ଯାହାକୁ ପୋଷା ମନାଯାଇ ନ ପାରେ Untamed.
- ସ୍ବାଧୀନ; ଅପରାଧୀନ Independent.
- ଅସମର୍ଥ Incapable.
- ଯାହା କୌଣସି ବ୍ୟକ୍ତିର ଅଧୀନରେ ନାହିଁ; ବେଅକ୍ତିଆର୍ Not under one's control.
- କ୍ଷମତାହୀନ powerless.
- ଅଧିକାରର ବହିର୍ଭୂତ Beyond one's control.
- ବେକାବୁ Overpowered.
- (ଦେ.ବିଣ) - ନିରୂପାୟ; ନିରାଶ୍ରୟ Helpless. (ଯଥା - ମୋତେ ଏ ରୋଗ ଅନାୟତ୍ତ କରିଦେଲାଣି।)
- ଯେ ନିଜ କଥା ନିଜ ବୁଝେ— One who looks after one's own work.
- ନାଚାର Resourceless.
- (ଦେ.ବି.) - ନାଚାର ଅବସ୍ଥା Helpless condition.
- (ସଂ.ବିଣ.) - ଅବିସ୍ତୃତ Not extended.
- ଅଦୀର୍ଘ Not long.
- କ୍ଷୁଦ୍ର; ଛୋଟ Small; little.
- ଅଳ୍ପ Few; limited.
- ଧାରାବାହିକ; ଅବିଚ୍ଛିନ୍ନ Continuous.
- ପୃଥିକ୍ କରାଯାଇ ନ ଥିବା Unseparated.
- ଅଳ୍ପକାଳସ୍ଥାୟୀ Of short duration.
- ଅନିୟତ୍ରିତ; ଅସଂଯତ, ଅବାଧ Unrestrained; unchecked.
- ଯାହାକୁ କେହି ଟେକି ଧରି ନାହିଁ Unpropped; unsupported.
- ସନ୍ନିହିତ Adjoining.
|
| 3130 |
ଅନାୟତନ |
- Anāyatana (ସଂ.ବି.) - ଯାହା ବିଶ୍ରାମ ସ୍ଥାନ କିମ୍ବା ବେଦୀ ନୁହେ That which is not really a resting place or an alter.
|