View Page

Category

ss

cat1

cat2

Dictionary : View_page

ID Main Word Content
3136 ଅନାୟୁଷ୍ୟ
  1. Anāyushya (ସଂ.ବିଣ.) - ଆୟୁଃ ପକ୍ଷରେ ଅହିତକର; ଆୟୁଃକ୍ଷୟକର (ଯଥା - ଅତିଭୋଜନ, ଦିବା- ନିଦ୍ରା, ରାତ୍ରି ଜାଗରଣ, ଦିବା ମୈଥୁନ)- Tending to shorten life; fatal to long life.
3137 ଅନାର
  1. Anāra (ବୈ.ବି.) - ଡାଳିମ୍ବ Pomegranate.
  2. (ଏହା ଡାଳିମ୍ବ ଆକୃତି ଥିବାରୁ) ଘଡ଼ିବାଣ; କୁମ୍ପିବାଣ A sort of firework.

 [ ଦ୍ର ] ଅତି କ୍ଷୁଦ୍ର ମଞ୍ଜି ଥିବା ଡାଳିମ୍ବକୁ ବେଦାନା ଓ ବଡ଼ ମଞ୍ଜିଆ ଡାଳିମ୍ବକୁ ଅନାର କହନ୍ତି)

3138 ଅନାରତ
  1. Anārata (ସଂ.ବିଣ.) - ଅବିଶ୍ରାନ୍ତ; ନିରାନ୍ତର Uninterrupted.
  2. ସର୍ବଦା; ନିରନ୍ତର Always.
  3. ଅବିଶ୍ରାନ୍ତରୂପେ Uninterruptedly.
  • ଅନାରତା - (ସ୍ତ୍ରୀ)
3139 ଅନାରଭ୍ୟ
  1. Anārabhya (ସଂ.ବିଣ.) - ଯାହା ଆରମ୍ଭ କରିବା ଅସମ୍ଭବ  Impracticable to be commenced or undertaken.
3140 ଅନାରମ୍ଭ
  1. Anārambha (ସଂ.ବି.) - ଆରମ୍ଭର ଅଭାବ Non-commencement.
  2. ଉଦ୍ୟମ ନ କରିବା  Not attempting or undertaking.
  3. (ସଂ.ବିଣ.) - (ବହୁବ୍ରୀହି) ଆରମ୍ଭହୀନ  Having no commencement.
Page 628 of 661



Advertisement

sksk