| 3186 |
ଅନାହାର୍ଯ୍ୟ |
- Anāhārj̄ya (ସଂ.ବିଣ.) - ଧରାଯିବାର ଅନୁପଯୁକ୍ତ Not to be seized or taken.
- ଯାହାକୁ ହାଜର୍ ବା ଉପସ୍ଥାପିତ କରା ଯାଇ ନପାରେ Not producible.
- ଅଖାଦ୍ୟ; ଯାହା ଖିଆ ଯାଇ ନପାରେ Not to be eaten; uneatable.
|
| 3187 |
ଅନାହୂତ |
- Anāhūta (ସଂ.ବିଣ.) - ଯାହାକୁ ଡାକରା ହୋଇ ନାହିଁ Uncalled.
- ଅନିମନ୍ତ୍ରିତ; ଅବରଣି Uninvited.
|
| 3188 |
ଅନାହୂତୋପଜଳ୍ପୀ |
- Anāhūtopajaḻpī (ସଂ.ବି.) - ଆଗକୁହା; ଆଗବୋଲା; କେହି ନପଚାରୁଣୁ ଯେ ବଳେ ବଳେ କହେ ବଳେ ବଳେ କହେ An uncalled for boaster
- (ସଂ.ବିଣ.) - ବଳେ ବଳେ ଯେ କଥା କହେ Talking unasked.
- ଅନାହୂତୋପଜଳ୍ପିନୀ - (ସ୍ତ୍ରୀ)
|
| 3189 |
ଅନାହ୍ଲାଦ |
- Anāhlāba (ସଂ.ବି.) - ଆନନ୍ଦର ଅଭାବ Absence of joy.
- ଅସନ୍ତୋଷ Dissatisfaction; discontent.
- (ସଂ.ବିଣ.) - ଆନନ୍ଦିତ ନ ହୋଇ ଥିବା Not cheerful
- ବିଷଣ୍ଣ Gloomy.
|
| 3190 |
ଅନାହ୍ଲାଦିତ |
- Anāhlādita (ସଂ.ବିଣ.) - ଆନନ୍ଦିତ ହୋଇ ନ ଥିବା; ଅପ୍ରୀତ Not exhilarated.
|