| 3206 |
ଅନିତ |
- Anita (ସଂ.ବିଣ.) - (ଅମୁକ ସ୍ଥାନକୁ) ଯାଇ ନ ଥିବା Not gone to
- ପାଇ ନ ଥିବା Not having obtained
- ବିହୀନ Destitute of
|
| 3207 |
ଅନିତି |
Also : [ ଅନୀତି ]
- Aniti (ଗ୍ରା.ବିଣ.) - ଅନିତ୍ୟ; ଅଚିରସ୍ଥାୟୀ Short-lived; transient.
- ଅନ୍ୟାୟ Unjust; wrong.
- (ସଂ. ଅନୀତି) ଅନୈତିକ Immoral.
|
| 3208 |
ଅନିତ୍ୟ |
- Anitya (ସଂ.ବିଣ.) - ଅଚିରସ୍ଥାୟୀ Not everlasting.
- କ୍ଷଣସ୍ଥାୟୀ Transient; ephemeral.
- ଅଳ୍ପକାଳସ୍ଥାୟୀ Short-lived.
- ସାମୟିକ Occasional; temporary.
- ଅନିୟମିତ Irregular.
- ଅସ୍ଥାୟୀ Unstable.
- ଅନିଶ୍ଚିତ Uncertain.
- ଅସାଧାରଣ Extraordinary; exceptional.
- ଅନିତ୍ୟତା; ଅନିତ୍ୟତ୍ୱ - (ବି.)
|
| 3209 |
ଅନିତ୍ୟଦତ୍ତକ |
Also : [ ଅନିତ୍ୟଦତ୍ରିମ ]
- Anityadattaka (ସଂ.ବି.) - (ଆଇନ) କିଛିକାଳ ପାଇଁ ପୋଷିଆଁ ପୁଅ ରୂପେ ଗ୍ରହଣ କରିବାପାଇଁ ପିତାମାତାଙ୍କ ଦ୍ୱାରା ଅନ୍ୟକୁ ଦିଆ ଯାଇଥିବା ପୁଅ (law) A son surrendered by his parents to another for temporary adoption.
- (ଆଇନ) ଶାସ୍ତ୍ରବିଧାନ ଅନୁସାରେ ପୋଷ୍ୟପୁତ୍ର ରୂପେ ଗୃହୀତ ହେବା ପୂର୍ବରୁ ପାଳିବାକୁ ଦିଆ ଯାଇଥିବା ପୁଅ A son surrendered by his parents to another for preliminary adoption.
|
| 3210 |
ଅନିତ୍ୟସମ |
- Antyasama (ସଂ.ବି.) - (ନ୍ୟାୟ) ଅନିତ୍ୟ ବା ଅସାଧାରଣ ବିଷୟକୁ ସାଧାରଣ ବିଷୟ ରୂପେ ବର୍ଣ୍ଣନା କରିବା ଯୁକ୍ତି; ମିଥ୍ୟାବାଦ (Logic) Sophism consisting in generalizing what is exceptional.
|