| 3211 |
ଅନିତ୍ୟସମାସ |
- Anityasamāsa (ସଂ.ବି.) - (ବ୍ୟାକରଣ) ଯେଉଁ ସମସ୍ତପଦକୁ ପୃଥକ୍ ପୃଥକ୍ ରଖିଲେ ମଧ୍ୟ ଭାବବୋଧ ବିଷୟରେ ବାଧା ପଡ଼େ ନାହିଁ (grammar) A compound the sense of which may be equally expressed by resolving it into its constituent parts.
[ ଦ୍ର ] କୃଷ୍ଣାଗୁରୁକୁ କୃଷ୍ଣ ଅଗୁରୁ ବୋଲି ଲେଖିଲେ ମଧ୍ୟ ଭାବ - ବୋଧରେ ବାଧା ପଡ଼େ ନାହିଁ।
|
| 3212 |
ଅନିଦ |
- Anida (ଦେ.ବି.) - ଅନିଦ୍ରା; ଉଜାଗର Sleeplessness.
|
| 3213 |
ଅନିଦାନ |
- Anidāna (ସଂ.ବିଣ.) - କାରଣହୀନ Causeless.
- ଅମୂଳକ Groundless.
- ଯେଉଁ ରୋଗର ନିଦାନ ନିର୍ଣ୍ଣୀତ ହୋଇ ପାରୁ ନାହିଁ Undiagnosed (diseases)
|
| 3214 |
ଅନିଦ୍ର |
- Anidra (ସଂ.ବିଣ.) - ଉଜାଗର; ଉନ୍ନିଦ୍ର Awake; wakeful; Sleepless.
|
| 3215 |
ଅନିଦ୍ରା |
- Anidrā (ସଂ.ବିଣ.) - ଅନିଦ୍ରର ସ୍ତ୍ରୀଲିଙ୍ଗ Feminine of Anidra.
- ଉନ୍ନିଦ୍ର; ରାତିଯାକ ଚେଇଁଥିବା; ଉଜାଗର A wake; sleepless.
- ନିଦ୍ରାର ଅଭାବ Wakefulness; sleeplessness.
- ନିଦ ନ ଆସିବା ରୋଗ A disease; insomnia.
|