| 3226 |
ଅନିବୋଧ |
- Anibaādha (ସଂ.ବି.) - ବ୍ୟକ୍ତି ସ୍ୱାଧୀନତା Liberty.
|
| 3227 |
ଅନିବାର |
- Anibāra (ଦେ.ବିଣ.) - ଅନିବାରଣୀୟ; ଅନିବାର୍ଯ୍ୟ Unavoidable.
- ଅବଶ୍ୟମ୍ଭାବୀ Inevitable.
- ଦୁର୍ଦ୍ଧର୍ଷ Invincible.
- ଅବାରିତ Unprevented.
- ଅବିରତ Constant.
- ସର୍ବଦା Constantly.
|
| 3228 |
ଅନିବାରଣ |
- Anibāraṇa (ଦେ.ବିଣ.) - (ସଂ. ଅନିବାରଣୀୟ) ଅନିବାର୍ଯ୍ୟ; ଅବଶ୍ୟମ୍ଭାବୀ Irresistible; inevitable.
|
| 3229 |
ଅନିବାରଣୀୟ |
- Anibāraṇīya (ସଂ.ବିଣ.) - ଯାହାକୁ ବାରଣ କରାଯାଇ ନ ପାରେ Unavoidable; irresistible;
- ଯାହା ବନ୍ଦ କରାଯାଇ ନ ପାରେ Unpreventible.
- ଅବଶ୍ୟମ୍ଭାବୀ Inevitable
- ଦୁର୍ଦ୍ଧର୍ଷ Invincible.
- ଏକବାଗିଆ; ଯେ ବାରଣ ମାନେ ନାହିଁ Stubborn.
- ଯାହା ଏଡ଼ି ଦିଆଯାଇ ନ ପାରେ Not to be warded off.
|
| 3230 |
ଅନିବାରିତ |
- Anibārita (ସଂ.ବିଣ.) - ଯାହାକୁ କେହି ବାଧା ଦେଇ ନାହିଁ Unopposed.
- ଅନିଷିଦ୍ଧ Unforbidden.
- ଅପ୍ରତିହତଗତି Unimpeded.
- ଅନିୟନ୍ତ୍ରିତ Unchecked.
|