View Page

Category

ss

cat1

cat2

Dictionary : View_page

ID Main Word Content
3231 ଅନିବାର୍ଯ୍ୟ

Also : [ ଅନିବାରଣୀୟ ]

  1. Anibārj̄ya (ସଂ.ବିଣ.) - ଯାହାକୁ ବାରଣ କରାଯାଇ ନ ପାରେ Unavoidable; irresistible;
  2. ଯାହା ବନ୍ଦ କରାଯାଇ ନ ପାରେ Unpreventible.
  3. ଅବଶ୍ୟମ୍ଭାବୀ Inevitable
  4. ଦୁର୍ଦ୍ଧର୍ଷ  Invincible.
  5. ଏକବାଗିଆ; ଯେ ବାରଣ ମାନେ ନାହିଁ Stubborn.
  6. ଯାହା ଏଡ଼ି ଦିଆଯାଇ ନ ପାରେ Not to be warded off.
3232 ଅନିବୃତ

Also : [ ଅନିବାରିତ

  1. Anibṛuta (ସଂ.ବିଣ.) - ଯାହାକୁ କେହି ବାଧା ଦେଇ ନାହିଁ Unopposed.
  2. ଅନିଷିଦ୍ଧ Unforbidden.
  3. ଅପ୍ରତିହତଗତି Unimpeded.
  4. ଅନିୟନ୍ତ୍ରିତ Unchecked.
3233 ଅନିବୃତ୍ତ
  1. Anibṛutta (ସଂ.ବିଣ.) - ଯାହାର ନିବୃତ୍ତି ନାହିଁ Unceasing
  2. ଅଣବାହୁଡ଼ା Not returning.
  3. କାର୍ଯ୍ୟରୁ ରହିତ ନ ହେବା Not stopping from work.
  4. ଅନବରତ; ଅବିରତ Incessant; constant.
3234 ଅନିଭା
  1. Anibhā (ଦେ.ବିଣ.)(ବାଇବଲ୍ ଅନୁବାଦରେ ବ୍ୟବହୃତ; ସଂ. ଅନିର୍ବାପଣୀୟ) ଅନିର୍ବାପଣୀୟ; ଯାହାକୁ କେହି ନିଭାଇ ପାରିବ ନାହିଁ Unquenchable (fire)
  2. ନିଭୁ ନ ଥିବା; ଚିରକାଳେ ଜଳୁଥିବା Ever-burning.
3235 ଅନିଭୃତ
  1. Anibhṛuta (ସଂ.ବିଣ.)ଯାହା ଗୁପ୍ତ ନୁହେଁ Not private.
  2. ସର୍ବସାଧାରଣ Public.
  3. ନିର୍ଲଜ୍ମ Immodest.
  4. ସାହସୀ Bold.
Page 647 of 661



Advertisement

sksk