View Page

Category

ss

cat1

cat2

Dictionary : View_page

ID Main Word Content
351 ଅକୃତ୍ସ୍ନବିତ୍‌
  1. Akṙutsnabit (ସଂ.ବିଣ.) ଅଳ୍ପଜ୍ଞ Knowing little.
  2. ଅଳ୍ପବୁଦ୍ଧି Of imperfect knowledge.
352 ଅକୃତ
  1. Akṛuta (ସଂ.ବିଣ.) - ଅନିଷ୍ପନ୍ନ; ଅସମ୍ପାଦିତ; ଯାହା କରା ଯାଇନାହିଁ Unaccomplished; undone.
  2. ଅସମ୍ପୂର୍ଣ୍ଣ Unfinished; incomplete.
  3. ନିରର୍ଥକ; ନିଷ୍ଫଳ Fruitless.
  4. ଅପ୍ରସ୍ତୁତ Not prepared; unprepared. 
  5. ବିଫଳ Unsuccessful. 
  6. ଅକୃତ୍ତ୍ରିମ; ପ୍ରାକୃତିକ Natural; not artificial.
  7. ଅସୃଷ୍ଟ; ସ୍ୱୟମ୍ଭୁ  Selfborn; selfmade; uncreated.
353 ଅକୃତକର୍ମା
  1. Akṛutakarmā (ସଂ.ବିଣ.)ଯାହାର କାର୍ଯ୍ୟ ସଫଳ ହୋଇ ନାହିଁ; ବିଫଳକାମ Unsuccessful.
  2. ଅପଟୁ Unskilful. 
  3. ଯେ କାର୍ଯ୍ୟଦ୍ୱାରା ଶିକ୍ଷା ଲାଭ କରି ନାହିଁ; ଅନନୁଭବୀ Unpractical
354 ଅକୃତକାର୍ଯ୍ୟ
  1. Akṛutakārj̄ya (ସଂ.ବିଣ.) - ଯେ କୌଣସି କାର୍ଯ୍ୟ କରି ନାହିଁ One who has done no work.
  2. ବିଫଳକାମ; ଯାହାର କାମନା ସଫଳ ହୋଇ ନାହିଁ Unsuccessful.
  • (ଅକୃତକାର୍ଯ୍ୟା - ସ୍ତ୍ରୀ)
355 ଅକୃତକାଳ
  1. Akṛutakāḻa (ସଂ.ବିଣ.)ଯେଉଁ ବନ୍ଧକ ବା ରହଣରେ ମିଆଦି ନିରୂପିତ ହୋଇ ନାହିଁ; ବେମିଆଦି (ରହଣବନ୍ଧକ)। (Pledge or mortgage) Of which no time-limit has been fixed.
Page 71 of 661



Advertisement

sksk