View Page

Category

ss

cat1

cat2

Dictionary : View_page

ID Main Word Content
376 ଅକେଶର ପରାଗକୋଷ
  1. Akeṡara parāgakosha (ସଂ.ବି.)(ଉଦ୍ଭିଦବିଜ୍ଞାନ ପରିଭାଷା) - ଯେଉଁ ପୁଷ୍ପବୃନ୍ତରେ କେଶର ଏବଂ ପରାଗ କିଛି ନାହିଁ। (Botany) Sessile anther.
377 ଅକୈତବ

Also : [ ଅକପଟ, ଅକୃତ୍ତ୍ରିମ ]

  1. Aka̲i̱taba (ସଂ.ବିଣ.) -  ନିଷ୍କପଟ; ସରଳାନ୍ତଃକରଣ Guileless; frank; free from hypocricy.
  2. ସ୍ୱାଭାବିକ; ପ୍ରାକୃତିକ Natural; inartificial.
  3. ଅକପଟ; ସରଳ; ଛଳଶୂନ୍ୟ।  Guileless; frank.
  4. ଅକାଳ୍ପନିକ Unimaginary
  5. ଅମିଶ୍ରିତ; ବିଶୁଦ୍ଧ Unmixed; pure.
  6.  ଯାହା ଜାଲ୍ ନୁହେ Unforged.
  • (ଅକୈତବା - ସ୍ତ୍ରୀ)
378 ଅକୋଟ
  1. Akoṭa (ସଂ.ବି.) (ଯେଉଁ ଗଛ ବକ୍ରଭାବରେ ନ ବଢ଼ି ସିଧା ହୋଇ ବଢ଼େ)  ଗୁବାକ; ଗୁଆଗଛ Areca or betelnut (palm)
379 ଅକୋପନ

Also : [ ଅକ୍ରୋଧନ ]

  1. Akopana (ସଂ.ବି.) - କ୍ରୋଧରହିତ Free from anger
  • (ଅକୋପନା - ସ୍ତ୍ରୀ)
380 ଅକୌଟିଲ୍ୟ
  1. Aka̲u̲ṭilya (ସଂ.ବି.) - ସରଳତା Frankness; straightforwardness.
Page 76 of 661



Advertisement

sksk