| 61 |
ଆୟେସ୍ |
Also [ ଅଏସ୍, ଅୟସ ]
- Aes [synonym(s): (ବୈଦେ. ବି.) - ସୁଖ; ସ୍ୱାଚ୍ଛନ୍ଦ୍ୟ Comfort; ease.
- ମଉଜ; ସଉକିନି Luxury.
|
| 62 |
ଅଏସୀ |
Also [ ଅଏସିଆ, ଆୟେସୀ]
- Aesī [synonym(s): (ବୈଦେ. ବିଣ.) ଯେଉଁ ଲୋକ ସଉକି ଓ ମଉଜରେ ଥାଏ। Living in a luxurious style.
- ମଉଜପ୍ରିୟ, ମଉଜିଆ। Fond of luxury and ease.
|
| 63 |
ଅଏସିଆ |
Also [ ଅଏସୀ, ଆୟେସୀ]
- Aesī [synonym(s): (ବୈଦେ. ବିଣ.) ଯେଉଁ ଲୋକ ସଉକି ଓ ମଉଜରେ ଥାଏ। Living in a luxurious style.
- ମଉଜପ୍ରିୟ, ମଉଜିଆ। Fond of luxury and ease.
|
| 64 |
ଅଙ୍କ |
- Aṅka (ସଂ.ବି.) - ଚିହ୍ନ; ଲକ୍ଷଣ Mark.
- କଳଙ୍କ; ଦାଗ Stain.
- ସଂଖ୍ୟା; ଏକ (୧) ଠାରୁ ନଅ (୯) ପର୍ଯ୍ୟନ୍ତ ସଂଖ୍ୟା ଓ ଶୂନ୍ୟ (୦) Figure; digit; number.
- ଗଣିତ ଶାସ୍ତ୍ର; ପାଟିଗଣିତ Arithmetic.
- କ୍ରୋଡ଼; ଉତ୍ସଙ୍ଗ; କୋଳ Lap; bosom.
- ବର୍ଷ; ସମ୍ବତ୍ସର Year.
- ନାଟକର ପରିଚ୍ଛେଦ An act of a drama.
- ପର୍ବତ Mountain.
- ରେଖା; ଗାର Line.
- ଅପରାଧ; ଦୋଷ Guilt; fault; crime.
- ଯୁଦ୍ଧ Fight; battle.
- ଚିତ୍ରଯୁଦ୍ଧ Mock fight.
- ଶରୀର; ଦେହ Body.
- ରୂପକାଳଙ୍କାର ବିଶେଷ A kind of Rhetorical figure or simile.
- ସ୍ଥାନ; ଆସ୍ପାଦ Place.
- ବିଭୂଷଣ; ଅଳଙ୍କାର Ornament.
- ସାମୀପ୍ୟ Nearness; proximity.
- (ଦେ.ବି.) - ଗଣିତ ପ୍ରଶ୍ନ ଓ ସମସ୍ୟା An Arithmetical sum.
- ରାଜାଙ୍କ ସିଂହାସନାରୋହଣ ଠାରୁ ଗଣାଯିବା ବର୍ଷ The year counted from the ascension of a King.
|
| 65 |
ଅଂଶ |
- Aṁṡa (ସଂ. ବି.) - କୌଣସି ପଦାର୍ଥର ଭାଗ ବା ଖଣ୍ଡ Part of a thing; share; portion.
- ବିଭାଗ; ବଣ୍ଟନ; ବାଣ୍ଟ Partition.
- ଦେଶର ଅଞ୍ଚଳ ବା ସ୍ଥାନ Part of a country; locality.
- କୌଣସି ଦେବତାଙ୍କ ଅବତାର। Incarnation of a Deity.
- (ଗଣିତ) ଭଗ୍ନାଂଶ (Mathematics) Fraction.
- (ଗଣିତ) ଭଗ୍ନାଂଶର ହର (Mathematics) The denominator of a fraction (Mathmatics.).
- (ଭୂଗୋଳ) ପୃଥିବୀଗୋଲକର ପରିଧିର 360 ଭାଗରୁ ଏକଭାଗ। (Geography) 1/360 of the circumference of the globe. (Geometry)
- ଦ୍ରାଘିମା ବା ଅକ୍ଷାଂଶର ଏକ ଭାଗ; ଡିଗ୍ରୀ (Geography) A degree of latitude or longitude
- (ଜ୍ୟାମିତି) ସମକୋଣର 90 ଭାଗରୁ ଏକଭାଗ; ଡିଗ୍ରୀ (Geometry) 1/90 of a right angle; a degree. (Geometry)
- କୌଣସି ବସ୍ତୁର ବାକି ରହିଯାଇଥିବା ଭାଗ Remainder on anything; remnant; remaining portion.
- (ଜ୍ୟୋତିଷ) ରାଶିଚକ୍ରର 30 ଭାଗରୁ ଏକ ଭାଗ (Astronomy) 1/30 of the Zodiac. (Astrology)
- ବିଷୟ; ପ୍ରସଙ୍ଗ Matter; subject.
- ଜୁଆରେ ବନ୍ଧା ଯିବା ହୁଡ଼; ବାଜି Stake in betting
- ଅଂସ; ସ୍କନ୍ଧ; କାନ୍ଧ Shoulder.
- ବଇନା Earnest money
- ବଣ୍ଟରାରେ ଜଣକ ଭାଗରେ ପଡ଼ିବା ହିଁସା Lot; allotment in a partition
- ପକ୍ଷ; ଦଳ Party
- ଦିନ; ଦିବସ Day
- ଆଦିତ୍ୟ ବିଶେଷ Name of an Āditya
- (ଗଣିତ) ବଡ଼ ରାଶିକୁ ସାନ ରାଶି ଦ୍ୱାରା ହରଣ କଲେ ବାକି ରହିଯିବା ସଂଖ୍ୟା; ଭାଗଶେଷ (Mathematics) The remainder left after a division. (Mathmatics)
- (ପଦାର୍ଥ ବିଜ୍ଞାନ) ତାପମାନଯନ୍ତ୍ର ଦ୍ୱାରା ଚିହ୍ନିତ କୌଣସି ପଦାର୍ଥର ଉଷ୍ଣତା ପରିମାଣର ଏକ ଭାଗ (Physics) A degree of temperature ascertained by a thermometer.
- (ଦେ.ବି) -ଦେବତାଙ୍କର କଳା, ଯାହା ଧାରଣ କରି ମହାପୁରୁଷମାନେ ଜନ୍ମନ୍ତି। A trace or particle of Divinity with which some great men are born.
- ଅପତ୍ୟ; ସନ୍ତାନ; ସନ୍ତତି Offspring.
- ପିତୃତ୍ୱ; ଜନକତ୍ୱ; ଉରସ; ବୀର୍ଯ୍ୟ Fatherhood; loins.
- ଔରସ; ବୀର୍ଯ୍ୟରୁ ଜାତ ବ୍ୟକ୍ତି Person born of the loins of a male.
- କୌଣସି ବଂଶରୁ ବଞ୍ଚି ରହିବା ବଂଶଧର Surviving descendant of any race or family.
- (ସଂ.) - ଆଂସ, କୋଣ Angle.
- ରକ୍ତସମ୍ପର୍କୀୟ ବା ଲଗ୍ନିକ ବ୍ୟକ୍ତି A direct agnate; a blood-relation.
- ଦେହର ଅଙ୍ଗ; ଅବୟବ Limb.
- କୌଣସି ଯନ୍ତ୍ରର ଅଙ୍ଗ Component part of a machine.
|