| 66 |
ଅଂଶକ |
- Aṁṡaka (ସଂ.ବି.) (ଅଂଶିକା—ସ୍ତ୍ରୀ) ଜ୍ଞାତି; କୁଟୁମ୍ବ Kinsman.
- ଦାୟାଦ A co-sharer of an inheritance.
- ଦିବସ; ଦିନ Day.
- ଭାଗଦାର; ହିଁସାଦାର Co-parcener; partner; co-sharer.
- (ଅଂଶ+ସ୍ୱାର୍ଥେକ)—(ଜ୍ୟୋତିଷ) ରାଶିଚକ୍ରର ତିରିଶ ଭାଗରୁ ଏକ ଭାଗ 1/30 of the Zodiac.
- (ସଂ. ବିଣ) ଅଂଶଗ୍ରାହୀ; ଯେ ଭାଗ ନିଏ। Sharing; taking a share.
- ଭାଗ ପାଇବାର ଅଧିକାରୀ Entitled to a share. ଦେ. ବି. (ଅଂଶ + ଓଡ଼ିଆ ଏକସଂଖ୍ୟାବାଚକ ପ୍ରତ୍ୟୟ କ)— ଏକ ଅଂଶ ବା ଭାଗ ମାତ୍ର One share only.
|
| 67 |
ଅଂଶକର |
- Aṁṡakara (ଅଂଶକରୀ—ସ୍ତ୍ରୀ) ସଂ. ବିଣ. ପୁଂ. (ଅଂଶ+କୃ ଧାତୁ + କର୍ତ୍ତୃ ଅ) ଯେ ବଣ୍ଟନ କରେ; ଯେ ବାଣ୍ଟିଦିଏ। Apportioning.
|
| 68 |
ଅଂଶକରଣ |
- Aṁṡakaraṇa ସଂ. ବି. (ଅଂଶ+କରଣ) -ଭାଗବଣ୍ଟନ; ବାଣ୍ଟିବା କର୍ମ। Act of division into shares; apportionment.
|
| 69 |
ଅଂଶ କରିବା |
- Aṁṡa karibā [synonym(s): ଦେ. କ୍ରି. (ସଂ. ଅନ୍ଶ ଧାତୁ) - ବଣ୍ଟନ କରିବା; ବାଣ୍ଟି ଦେବା; ଭାଗ ବାଣ୍ଟିବା। To divide into shares; to partition.
|
| 70 |
ଅଂଶକୂଟ |
- Aṁṡakūṭa ସଂ. ବି. ଅଂଶ=ସ୍କନ୍ଧର କୂଟ=ଶେଖର) - କୁକୁଦ; ଷଣ୍ଢର ଚୂଳ। The fleshy prominence on the shoulder of a bull.
|