| 81 |
ଅଂଶଳ |
- Aṁṡaḻa (ଅଂଶଳା—ସ୍ତ୍ରୀ) (ସଂ. ବିଣ.) -ଅଂଶଗ୍ରାହୀ Taking a share.
- ବଳବାନ୍; ବଳିଷ୍ଠ Strong.
- ହୃଷ୍ଟପୃଷ୍ଟ Stout; well-developed.
|
| 82 |
ଅଂଶହର |
- Aṁṡahara (ଅଂଶହରା—ସ୍ତ୍ରୀ) ସଂ. ବିଣ. - ଅଂଶଗ୍ରାହୀ Receiving a share.
- ଯେଉଁ ବ୍ୟକ୍ତି ପରର ନ୍ୟାର୍ଯ୍ୟ ଅଂଶକୁ ଲୋପ କରେDepriving a person of his legitimate share.
- ଦାୟାଦ, ଉତ୍ତରାଧିକାରୀ Heir; successor.
|
| 83 |
ଅଂଶହାରୀ |
- Aṁṡahara (ଅଂଶହରା—ସ୍ତ୍ରୀ) (ସଂ. ବିଣ.) -ଅଂଶଗ୍ରାହୀ Receiving a share.
- ଯେଉଁ ବ୍ୟକ୍ତି ପରର ନ୍ୟାର୍ଯ୍ୟ ଅଂଶକୁ ଲୋପ କରେ Depriving a person of his legitimate share.
- ଦାୟାଦ, ଉତ୍ତରାଧିକାରୀ Heir; successor.
|
| 84 |
ଅଂଶା |
- Aṁṡā [synonym(s): ଦେ. ବି. (ସଂ. ଅଂଶୁ) ତାଳ, ନଡ଼ିଆ, ଗୁଆ ଆଦି ଗଛର ବକଳରେ ବା ଭିତରେ ଥିବା କର୍କଶ ସୂକ୍ଷ୍ମ ତନ୍ତୁ Fibre.
- ସୂତ୍ରାଦିର ସୂକ୍ଷ୍ମ ଲମ୍ବ ଅଂଶ Textile fibre.
- (ସଂ. ଅସ୍ର=କୋଣ)—କୋଣବିଶିଷ୍ଟ। Angular.
|
| 85 |
ଅଂଶାଂଶ |
- Amṡāṁṡa (ସଂ. ବି.) - କୌଣସି ବସ୍ତୁର ଭାଗ କରାଯାଇଥିବା ମୌଳିକ ଅଂଶର ଅଂଶ। 1. Subdivision; part of a part.
- (ଦ୍ୱନ୍ଦ୍ୱ) ପୃଥକ୍ ପୃଥକ୍ ଅଂଶମାନ; ସ୍ୱତନ୍ତ୍ର ଅଂଶମାନ; ଭିନ୍ନ ଭିନ୍ନ ଭାଗ। Distinct shares; separate parts.
|