View Page

Category

ss

cat1

cat2

Dictionary : View_page

ID Main Word Content
86 ଅଂଶାଇ
  1.  Aṁṡāi [synonym(s):  (ଦେ.ବି). -  ପଚା ଦ୍ରବ୍ୟ ଓ ପଚା ଘାଆରେ ଉପୁଜିବା ସୂତା ପରି ସରୁ କ୍ଷୁଦ୍ର ଧଳା କୃମି  Maggot. 
  2. ଗୋବର ଉପରେ ପଡ଼ିବା କ୍ଷୁଦ୍ର କୃମି Grub found on cowdung left for some time; 
87 ଅଂଶାଇ ପଡ଼ିବା

Also [ ଅଂଶାଇ ବସିବା]

  1. Aṁṡāi paṟḍ̠ibā [synonym(s):  (ଦେ.ବି.) ପଚା ଦ୍ରବ୍ୟ ବା ପଚା ଘାଆରେ କୃମି ଜନ୍ମିବା; ପୋକ ପଡ଼ିବା।  Growing of maggots in a rotten thing or sore.
  2. ଗୋବର କିଛିକ୍ଷଣ ରହିବା ପରେ ବା ଉପରେ ଧଳା କ୍ଷୁଦ୍ର କୃମି ଦେଖିଯିବା Appearance of grubs on cowdung.
88 ଅଂଶାନ୍ତର
  1.  Aṁṡāntara (ସଂ.ବି.) -  ଅନ୍ୟଭାଗ Another share.
89 ଅଂଶାପହାରୀ
  1.  Aṁṡāpahāhārī (ଅଂଶାପହାରିଣୀ—ସ୍ତ୍ରୀ) (ସଂ. ବିଣ.) -  ଯେ ଅନ୍ୟର ପ୍ରାପ୍ୟ ଅଂଶକୁ ଅପହରଣ କରେ। Taking away anothers' legitimate share.
90 ଅଂଶାବତାର
  1. Aṁṡābatāra ସଂ. ବି.) - ଯେଉଁ ଅବତାରରେ ଦେବତାଙ୍କର କଳା ବା ଶକ୍ତି ପୂର୍ଣ୍ଣ ମାତ୍ରାରେ ନଥାଇ ଅଂଶତଃ ଥାଏ। An incarnation in which the quintessence of Divinity is exhibited in part.
Page 18 of 661



Advertisement

sksk