| 96 |
ଅଂଶିନୀ |
- Aṁṡī (ଅଂଶିନୀ—ସ୍ତ୍ରୀ) (ସଂ. ବିଣ.) - କୌଣସି ବସ୍ତୁରୁ ଅଂଶ ଭାଗ ପାଇବା ଯୋଗ୍ୟ (ବ୍ୟକ୍ତି)।
- ଅଂଶଭାଗୀ - ଯାହାର କୌଣସି ପଦାର୍ଥରେ ଭାଗ ଅଛି। Possessing or having a share in any property
|
| 97 |
ଅଂଶୀଭୂତ |
- Aṁṡībhūta (ସଂ. ବିଣ.) - ଅଙ୍ଗୀଭୂତ; କୌଣସି ପଦାର୍ଥର ଅଂଶରୂପେ ଗୃହୀତ। Taken as a part of anything; included in anything.
|
| 98 |
ଅଂଶୁ |
- Aṁṡu (ସଂ. ବି.) - ସୂତ୍ରାଦିର ସୂକ୍ଷ୍ମ ଲମ୍ବ ଅଂଶ Fibre.
- ବସ୍ତ୍ର; ଲୁଗା Cloth.
- (ଅଶ୍ ଧାତୁ=ବ୍ୟାପିବା+କର୍ତ୍ତୃ. ଉ) ରଶ୍ମି; କିରଣ Rays.
- ଦୀପ୍ତି; ଉଜ୍ଜ୍ୱଳତା Lustre; brightness.
- ପ୍ରତିଭା; ପ୍ରଖର ବୁଦ୍ଧି; ବିଚକ୍ଷଣତା Talents.
- ସୂର୍ଯ୍ୟ The sun.
[ ଦ୍ର ] ଏହି ଶବ୍ଦ ପୂର୍ବେ ସହସ୍ର, ସୁଧା, ଶୁଭ୍ର, ହିମ ଆଦି ଶବ୍ଦ ଯୁକ୍ତ ହୋଇ ବହୁବ୍ରୀହି ସମାସ ହୁଏ।]
|
| 99 |
ଅଂଶୁଅଂଶୁଆ |
- Aṁṡuaṁṡuā (ଦେ. ବିଣ.) - ଯହିଁରେ ଅଂଶୁ ଥାଏ; ବହୁ ସୂକ୍ଷ୍ମ ତନ୍ତୁଯୁକ୍ତ Fibrous; full of fibres.
[ ଦ୍ର ] ବହୁ ସଂଖ୍ୟା ସୂଚିତ ହେବା ସ୍ଥଳରେ ଶବ୍ଦର ଦୁଇ ଥର ପ୍ରୟୋଗ ହୁଏ; ଯଥା—ଖଦଖଦଡ଼ିଆ, ବିରିବିରି, ରୁଆରୁଆ।
|
| 100 |
ଅଂଶୁଆ |
Also ( ଅଂଶୁଅଂଶୁଆ )
- Aaṁṡuā (ଦେ. ବିଣ.) - ଯହିଁରେ ଅଂଶୁ ଥାଏ; ବହୁ ସୂକ୍ଷ୍ମ ତନ୍ତୁଯୁକ୍ତ। Fibrous; full of fibres.
[ ଦ୍ର ] ବହୁ ସଂଖ୍ୟା ସୂଚିତ ହେବା ସ୍ଥଳରେ ଶବ୍ଦର ଦୁଇ ଥର ପ୍ରୟୋଗ ହୁଏ; ଯଥା—ଖଦଖଦଡ଼ିଆ, ବିରିବିରି, ରୁଆରୁଆ।
|