| 121 |
ଅସଂତ୍ର |
- Aṁsatra (ସଂ.ବି.) - ସ୍କନ୍ଧାବରକ କବଚ An armour for protecting the shoulder.
|
| 122 |
ଅଂସଫଳକ |
- Aṁsaphaḻaka (ସଂ. ବି.) - (ବିଜ୍ଞାନ ପରିଭାଷା)— ଉଭୟସ୍କନ୍ଧର ପଛଆଡ଼େ ଥିବା ତ୍ରିକୋଣାକାର ଅସ୍ଥି; କାନ୍ଧର ହାଡ଼ (ହାତ ଚଳାଇଲା ବେଳେ ଯାହା ଚାଳିତ ହେବାର ଦେଖାଯାଏ।) Shoulderblade; the scapula
|
| 123 |
ଅଂସଫଳକାସ୍ଥି |
also [ ଅଂଶଫଳକ ]
- Aṁsaphaḻaka (ସଂ.ବି.) - (ବିଜ୍ଞାନ ପରିଭାଷା) ଉଭୟସ୍କନ୍ଧର ପଛଆଡ଼େ ଥିବା ତ୍ରିକୋଣାକାର ଅସ୍ଥି; କାନ୍ଧର ହାଡ଼ (ହାତ ଚଳାଇଲା ବେଳେ ଯାହା ଚାଳିତ ହେବାର ଦେଖାଯାଏ।) Shoulderblade; the scapula
|
| 124 |
ଅଂସଭାର |
- Aṁsabhāra (ସଂ.ବି.) - କାନ୍ଧରେ ବୁହା ହେବା ବୋଝ Load carried on the shoulders.
[ ଦ୍ର ] ଶିକାବାହୁଙ୍ଗୀ; ମନୁଷ୍ୟ କାନ୍ଧରେ ବୁହା ହେବା ସବାରି ; ବଳଦଙ୍କ କାନ୍ଧରେ ବୁହା ହେବା ଜୁଆଳି ଆଦି)
|
| 125 |
ଅଂସଳ |
- Aṁsaḻa (ସଂ.ବିଣ.) - ଦୃଢ଼କାୟ; ବଳବାନ୍; ବଳିଷ୍ଠ Strong.
- ହୃଷ୍ଟପୁଷ୍ଟ Stout.
|