| 111 |
ଅଂଶୁମାନ୍ |
- Aṁṡumān (ଅଂଶୁମତୀ—ସ୍ତ୍ରୀ) (ସଂ. ବିଣ.) -ଦୀପ୍ତିମାନ୍ Radiant; lustrous.
- କିରଣଯୁକ୍ତ Emitting rays.
- ସୂର୍ଯ୍ୟ The sun.
- (ନାମ) ସୂର୍ଯ୍ୟବଂଶୀୟ ସଗର ରାଜାଙ୍କ ପୌତ୍ର Name of a grandson of king Sagara.
|
| 112 |
ଅଂଶୁମାଳା |
- Aṁṡumāḻā (ସଂ.ବି.) - କିରଣସମୂହ; କିରଣରାଶି। Mass of rays; a wreath of rays.
- ଜ୍ୟୋତିଃପୁଞ୍ଜ A halo of radiance.
|
| 113 |
ଅଂଶୁମାଳୀ |
- Aṁṡumāḻī (ସ.ବିଂ) - ଅଂଶୁମାଳାଯୁକ୍ତ; କିରଣମାଳାଯୁକ୍ତ Radiant; full of rays. 2। କିରଣମାଳାବିଭୂଷିତ Wreathed with rays.
- ସୂର୍ଯ୍ୟ The sun.
|
| 114 |
ଅଂଶୁଳ |
- Aṁṡuḻa (ସଂ. ବିଣ.) - ଦୀପ୍ତିଯୁକ୍ତ; ପ୍ରଭାଯୁକ୍ତ Radiant.
- ଉଜ୍ଜ୍ୱଳ Bright.
|
| 115 |
ଅଂଶୁଶିରାଳଦେହ |
- Aṁṡusirāḻadeha ( ବିଣ. (ଜୀବ ବିଜ୍ଞାନ ପରିଭାଷା) - ଯେଉଁ ଜୀବମାନଙ୍କ ଦେହରେ ଶିରାମାନ ଗୋଟିଏ କେନ୍ଦ୍ରରୁ ଅଂଶୁ ପରି ସବୁଆଡ଼କୁ ବାହାରିଥାଏ Radiata.
[ ଦ୍ର ] ବୁଢ଼ିଆଣୀ, ସାମୁଦ୍ରିକ ଜୀବ ପୁରୁଭୁଜ)
|