View Page

Category

ss

cat1

cat2

Dictionary : View_page

ID Main Word Content
171 ଅକବି
  1. Akabi (ସଂ.ବି.) - ନିକୃଷ୍ଟ କବି; ଯେ ପଦ ଯୋଡ଼ି କବିତା କରେ Poetaster; rhymester. 
  2. ଯେଉଁ ବ୍ୟକ୍ତିର କବିତା ବା ମଧୁର କଳ୍ପନା ନାହିଁ Unpoetic.
172 ଅକବିତା
  1. Akabitā (ସଂ.ବି.) - ନିକୃଷ୍ଟ କବିତା; ଯେଉଁ କବିତା ପ୍ରକୃତ କବିତା ପଦବାଚ୍ୟ ନୁହେଁ poetry of a low order; inferior rhyme.
173 ଅକବୁଲ୍‌
  1. Akabul  (ଦେ.ବି.) - ଅସମ୍ମତି Dissent. 
  2. ଅସ୍ୱୀକାର Disagreement.
  • କବୁଲ - ସମ୍ମତି Agreement.
174 ଅକମଡ଼ିଆ

 

Also  [ ଅକଡ଼ବାଗିଆ, ଅକମୋଡ଼ିଆ]

  1. Akamaṟḍ̠iā  (ଗ୍ରା. ବିଣ.) - ଏକଜିଦିଆ, ଜିଦିଖୋର; ନିର୍ବନ୍ଧଶୀଳ Obstinate; pertinacious.   ଅଖାଡ଼ୁଆ Unreasonable; rude
175 ଅକମ୍ପ
  1. Akampa (ସଂ.ବିଣ.) -  କମ୍ପନ ବା ସ୍ପନ୍ଦନ ରହିତ Throbless; unshaken.
  2. ନିଶ୍ଚଳ, ସ୍ଥିର Still.
  3. ଗତିରହିତ Motionless.
Page 35 of 661



Advertisement

sksk