View Page

Category

ss

cat1

cat2

Dictionary : View_page

ID Main Word Content
181 ଅକରଣି
  1. Akaraṇi (ସଂ.ବି.) - ବିଫଳତା Fruitlessness; failure.
  2. କାର୍ଯ୍ୟର ଅସିଦ୍ଧି Non-accomplishment. 
  3. ଆକ୍ରୋଶ Spite. 
  4. ଅଭିଶାପ Curse; imprecation.
182 ଅକରଣୀ
  • Akaraṇī (ସଂ.ବି.) - (ଗଣିତ) ଯେଉଁ ରାଶିର ବର୍ଗମୂଳ ବା ଘନମୂଳ ବାହାର କଲେ କିଛି ଅବଶିଷ୍ଟ ରହେ ନାହିଁ (Mathematics) A rational number.
  • [ ଦ୍ର ] 16 (ଏଥିର ବର୍ଗମୂଳ4); 8 (ଏଥିର ଘନମୂଳ 2); 27 (ଏଥିର ଘନମୂଳ 3) [ଦ୍ର—ଗଣିତରେ 16 ର ବର୍ଗମୂଳ 4, ଏହି କଥାକୁ <ସଂକେତ>16=4 ଲେଖାଯାଏ। ଏହିପରି <ସଂକେତ>8=2; <ସଂକେତ>27=3; ବର୍ଗ ଓ ଘନମୂଳ ଜ୍ଞାପକ <ସଂକେତ> ଚିହ୍ନକୁ କରଣୀ ବୋଲାଯାଏ।]
183 ଅକରଣୀୟ
  1. Akaraṇīya (ସଂ.ବିଣ.) - ଯାହା କରିବା ଅନୁଚିତ; ଅକର୍ତ୍ତବ୍ୟ Improper; that which should not be done.
184 ଅକରତପ୍‌

Also [ ଅକରତବ୍‌, ଅକରତବ୍ୟ, ଅକର୍ତ୍ତବ୍ୟ ]

  1. Akaratap (ଗ୍ରା.ବି.) -  ଅସାମର୍ଥ୍ୟ Inability
  2. ଅକ୍ଷମତା; କ୍ଷମତାହୀନତା; ଶକ୍ତିହୀନତା State of powerlessness. 
  3. ଳହୀନତା; ଦୁର୍ବଳତା Extreme weakness. 
  4. ଆଶ୍ରୟହୀନତା Helplessness.
  5. ଧନହୀନତା  Poverty. 
  6. ଉପାୟାନ୍ତରରହିତ Resourceless.
  7. ଅକ୍ଷମ; କ୍ଷମତାହୀନ Powerless.
  8. ଅସମର୍ଥ Unable. 
  9. ବଳହୀନ weak. 
  10. ଧନହୀନ  Poor. 
  11. ଆଶ୍ରୟହୀନ Helpless.
185 ଅକରତା
  1. Akaratā (ଗ୍ରା.ବି.) - ଯେ କାର୍ଯ୍ୟର କର୍ତ୍ତା ନୁହେଁ A person who is not the doer. 
  2. ଯେ ଗୃହର କର୍ତ୍ତା ବା ମାଲିକ ନୁହେଁ  A person who is not the master of the house. 
  3. (ଦେ.ବିଣ.) (ସଂ. ଅ+କର୍ତ୍ତିତ) - ଯେଉଁ କାଠ କରତା କରାଯାଇ ନାହିଁ Unsawn (piece of wood)
Page 37 of 661



Advertisement

sksk