View Page

Category

ss

cat1

cat2

Dictionary : View_page

ID Main Word Content
176 ଅକର
  1. Akara  (ସଂ.ବିଣ.) - ହସ୍ତହୀନ (ବ୍ୟକ୍ତି)  Handless (person). 
  2. ନିଷ୍କର; ଯେଉଁ ଭୂମି ପାଇଁ ରାଜସ୍ୱ ଦେବାକୁ ହୁଏ ନାହିଁ Rent-free land
  • (ଅକରା - ସ୍ତ୍ରୀ)
177 ଅକରକରା


Also [ ଅକରକରବ, ଅକରକରଭ, ଅକର, ଅକଲ୍ଲକ; ଆକଲ୍ଲକ; ଅକରାକରଭ; ଅକର୍କର; ଅକର୍କରା; ଅକାରକରଭ; ଅକ୍କଲ୍କର; ଅକଲ୍ଲ ]

  1. Akarakarā (ଦେ.ବି.) - ଆରଣ୍ୟ ବୃକ୍ଷ ବିଶେଷ; ଏଥିର ମୂଳ ଔଷଧରେ ଲାଗେ Pellitory; Anthemis; Pyrethrum; anacyclus. 

    [ ଦ୍ର ] ଏହା ଉଷ୍ଣବୀର୍ଯ୍ୟ; ବଳକାରକ; କଟୁରସ; ଏହା ପ୍ରତିଶ୍ୟାୟ, ଶୋଥ ଓ ବାତନାଶକ; ଏହାର ଫଳ ଗୁଆ ପରି, କିନ୍ତୁ ଭାରି ଟାଣୁଆ। ଫଳକୁ ଲୋକେ ନାସଦାନୀ କରି ଅଣ୍ଟାରେ ମାରନ୍ତି। ଏ ଫଳକୁ ଅଣ୍ଟାରେ ରଖିଲେ ବାତରୋଗ କମିଯାଏ। ଏ ଫଳର ନାମ ଅମରକୋଷରେ ନାହିଁ, ଭାବପ୍ରକାଶରେ ଅଛି। ଗଞ୍ଜାମରେ ଏ ଫଳକୁ କଫକତୁରୀ ଫଳ କହନ୍ତି।]  (ପୂ.ଭା)
178 ଅକରଜିଆ
  1. Akarajiā  (ଦେ.ବିଣ.) - ଅଋଣୀ Free from debt.
     
  • (ଅକରଜୀ - ସ୍ତ୍ରୀ)
179 ଅକରଟା

Also [ ଅକରଟିଆ ]
 

  1. Akaraṭā (ଦେ.ବିଣ.) - ଯେଉଁ ଗାଈ ବା ଛଡ଼ା ଶୀଘ୍ର ଗର୍ଭଧାରଣ କରେ  Early bearing (cow).
180 ଅକରଣ
  1. Akaraṇa (ସଂ. ବିଣ.) - ଇନ୍ଦ୍ରିୟଶୂନ୍ୟ Devoid of organs. 
  2. ବ୍ରହ୍ମ; ପରମାତ୍ମା The Divine Soul.
  3. କ୍ରିୟାର ଅଭାବ; ନିବୃତ୍ତି Cessation from work.
  4. ଅନୁଚିତ କର୍ମ improper act.
  5. ଅକାର୍ଯ୍ୟ; ମନ୍ଦ କର୍ମ Evil act.
Page 36 of 661



Advertisement

sksk