View Page

Category

ss

cat1

cat2

Dictionary : View_page

ID Main Word Content
216 ଅକଲ୍‌ ସଲାମୀ
  1. Akalsalāmī - ଗୁରୁ ଦକ୍ଷିଣା Present given to a teacher for giving lessons.
  2. ଅନ୍ୟଠାରୁ ବୁଦ୍ଧି ଶିଖିବା ପାଇଁ ଅନ୍ୟକୁ ଦିଆଯିବା ପୁରସ୍କାର Present given to a person for learning wisdom from him.
  3. ସାଂସାରିକ ଅଭିଜ୍ଞତା ଲାଭ କରିବାପାଇଁ ଅର୍ଥାତ୍ ଆପଣାର ଅନଭିଜ୍ଞତା ଯୋଗୁଁ ମନୁଷ୍ୟ ଯେଉଁ କ୍ଷତି ସହେ Loss which a man has to suffer for one's folly.
217 ଅକଳ
  1. Akaḻa (ଦେ.ବି.) - ଅସୁବିଧା; ଅଖଞ୍ଜ Inconvenience. 
  2. ଅସୁବିଧାଜନକ ସ୍ଥାନ Inconvenient place. 
  3. ଅସୁବିଧାଜନକ ଅବସ୍ଥା; ଅଖଞ୍ଜିଆ ଅବସ୍ଥା State of inconvenience; queer predicament.
  4. ଅନନ୍ୟୋପାୟତା; ଉପାୟାନ୍ତରହୀନ ଅବସ୍ଥା A state in which one has no other alternative.
  5. ଦେହର ମର୍ମସ୍ଥାନ Vulnerable part of the body.
  6. ଯେଉଁ ସ୍ଥାନକୁ ହାତ ପାଏ ନାହିଁ A place beyond one's reach. 
  7. (ଦେ.ବିଣ.) ଅସୁବିଧାଜନକ Inconvenient. 
  8. କୋମଳ ବା ସୁକୁମାର (ଦେହର ସ୍ଥାନ) Vunerable part of the body.
  9. ଅନନ୍ୟୋପାୟ Having no other alternative.
  10. ଉପାୟରହିତ Resourceless.
218 ଅକଳକଳ
  1. Akaḻakaḻa (ଦେ.ବି.) - (ବିପରୀତାର୍ଥକ ସହଚର) ସୁବିଧା ଓ ଅସୁବିଧା; ଅଖଞ୍ଜଖଞ୍ଜ Convenience & inconvenience.
219 ଅକଳଙ୍କ
  1. Akaḻaṅka (ସଂ.ବିଣ.) - ନିଷ୍କଳଙ୍କ; କଳଙ୍କହୀନ Stainless.
  2. ନିର୍ଦ୍ଦୋଷ; ଅନିନ୍ଦ୍ୟ Blameless; taintless.
  3. ସୁନ୍ଦର Beautiful; charming.
  4. ଯହିଁରେ ଦାଗ ନାହିଁ Spotless.
  5. ନିର୍ମଳ Clear.
220 ଅକଳଙ୍କିତ
  1. Akaḻaṅkita (ସଂ.ବି.)(ଧାତୁ) ଯହିଁରେ କଳଙ୍କ ଲାଗି ନାହିଁ Unstained.
  2. (ବ୍ୟକ୍ତି) ନିର୍ଦ୍ଦୋଷ; ଅନିନ୍ଦ୍ୟ Blameless; taintless.
Page 44 of 661



Advertisement

sksk