| 206 |
ଅକର୍ମଶିଳା |
Also [ ଅକର୍ମଣ୍ୟ ପ୍ରସ୍ତର, ଅକର୍ମଣ୍ୟ ଶିଳା, ଅକର୍ମଶିଳ ]
- Akarmaṡiḻā (ଦେ.ବି.) - ଏହା ହତିଆର ଦ୍ୱାରା କଟା ହୋଇ କୌଣସି କର୍ମୋପଯୋଗୀ କରାଯାଇ ନ ପାରିବାରୁ) ଏକ ପ୍ରକାର ଅତି ଟାଣୁଆ ପଥର A kind of very hard stone of vulcanic origin.
|
| 207 |
ଅକର୍ମବନ୍ତ |
- Akarmabanta (ଦେ.ବିଣ.) - ଭାଗ୍ୟହୀନ Unfortunate.
|
| 208 |
ଅକର୍ମା |
- Akarmā (ସଂ.ବିଣ.) - ନିକମା; ନିଷ୍କର୍ମା; ଯେ କୌଣସି କର୍ମ କରୁ ନାହିଁ; ବେକାର୍ Unemployed.
- ଅଳସୁଆ Idle; lazy.
- ଅକର୍ମଣ୍ୟ Worthless.
- କର୍ମ କରିବାକୁ ଅକ୍ଷମ Unfit for work.
- ହୀନକପାଳିଆ; ମନ୍ଦଭାଗ୍ୟ; ହତଭାଗ୍ୟ Unlucky.
- କୁକ୍ରିୟାକାରୀ; ନିନ୍ଦିତକର୍ମକାରୀ Doing evil deeds.
|
| 209 |
ଅକଲ୍ |
- Akal (ବୈଦେ.ବି.) - ବୁଦ୍ଧି Intellect; sense.
- ଜ୍ଞାନ Wisdom.
- ବୋଧ ଶକ୍ତି Understanding; intelligence.
- ବିବେଚନା; ବିବେକ Discremination; consideration.
- ମାନସିକତା Mentality.
- ବିଦ୍ୟା Learning.
- ସଂସାରଚାଳନା ବୁଦ୍ଧି Wordly wisdom.
|
| 210 |
ଅକଲ୍ ଗୁଡ଼ୁମ୍ |
- Akal guṟḍ̠um (ବୈଦେ.ବି.) - ବୁଦ୍ଧି ଲୋପ; କିଂକର୍ତ୍ତବ୍ୟବିମୂଢ଼ତା Bewilderment.
|