View Page

Category

ss

cat1

cat2

Dictionary : View_page

ID Main Word Content
196 ଅକର୍ତ୍ତା
  1. Akarttā (ସଂ.ବି.) - ଯେ କର୍ତ୍ତା ବା କର୍ମକାରକ ବ୍ୟକ୍ତି ନୁହେ  Non-doer; one who does not do any work. 
  2. ନିଜ କର୍ମରେ ନିର୍ଲିପ୍ତ ବ୍ୟକ୍ତି A person who is the unconcerned doer of any work. 
  3. ପରମେଶ୍ୱର God.
197 ଅକର୍ତ୍ତୃତ୍ବ
  1. Akarttṛutwa (ସଂ.ବି.) -  କର୍ତ୍ତୃତ୍ୱର ଅଭାବ Want of mastery or authority.
  2. ଯେ କର୍ତ୍ତା ବା କର୍ମକାରକ ବ୍ୟକ୍ତି ନୁହେ Non-doer; one who does not do any work.
198 ଅକର୍ଦ୍ଦମ
  1. Akarddama (ସଂ.ବିଣ.) - କର୍ଦ୍ଦମଶୂନ୍ୟ Mudless; unclayey.
199 ଅକର୍ମ

Also [ ଅକରମ ]

  1. Akarma (ସଂ.ବି.) - ନିନ୍ଦିତ କର୍ମ; କୁତ୍ସିତ କାର୍ଯ୍ୟ Blameworthy act. 
  2. ଅନୁଚିତ କାର୍ଯ୍ୟ  Improper act. 
  3. ମନ୍ଦଭାଗ୍ୟ  Ill luck. 
  4. କର୍ମର ଅଭାବ Want of work. 
  5. ବେକାର ହେବା ଅବସ୍ଥା Unemployment. 
  • ଅକର୍ମଣ୍ୟ; ଯହିଁରେ କୌଣସି କର୍ମ ହୋଇ ନ ପାରେ। (ଯଥା—ଅକର୍ମଶିଳା)-  Worthless; Good for nothing.
200 ଅକର୍ମକ
  1. Akarmaka (ସଂ.ବିଣ.) -  ବେକାର୍; ନିକମା; କର୍ମହୀନ Unemployed. 
  2. ଅକାମିକା, କର୍ମର ଅନୁପଯୁକ୍ତ Unfit for work. (ବିପରୀତ—ସକର୍ମକ) 
  3. (ବ୍ୟାକରଣ) ଯେଉଁ କ୍ରିୟାର କର୍ମ ନ ଥାଏ; ଯେଉଁ କ୍ରିୟା କୌଣସି କର୍ମକୁ ଅପେକ୍ଷା ନ କରେ Intransitive verb.
Page 40 of 661



Advertisement

sksk