View Page

Category

ss

cat1

cat2

Dictionary : View_page

ID Main Word Content
201 ଅକର୍ମକର୍ମଦାତା

Also [ ଅକର୍ମକର୍ମଦାୟକ ]

  1. Akarmakarmadātā (ସଂ.ବିଣ.) -  ଯେ ନିକମା ଲୋକକୁ କର୍ମରେ ନିଯୁକ୍ତ କରେ Providing the unemployed with work. 
  2. ଯେ ମନ୍ଦଭାଗ୍ୟ ବ୍ୟକ୍ତିକୁ ସୌଭାଗ୍ୟ ଦେଇ ପାରନ୍ତି Blessing the unlucky with good fortune; awarding goodluck to the unlucky. 
  3. (ସଂ.ବି.) -  (ଯାହାଙ୍କୁ ଆରାଧନା କରି ସନ୍ତୁଷ୍ଟ କଲେ ମନ୍ଦଭାଗ୍ୟ ବ୍ୟକ୍ତିର ସୌଭାଗ୍ୟ ଉଦୟ ହୁଏ) ଶିବ; ମହାଦେବ The God Siba.
  • (ଅକର୍ମକର୍ମଦାତ୍ରୀ - ସ୍ତ୍ରୀ)
202 ଅକର୍ମକୃତ୍‌
  1. Akarmakṛut (ସଂ.ବିଣ.) - ମନ୍ଦକର୍ମକାରୀ Doing evil acts.
203 ଅକର୍ମଜ
  1. Akarmaja (ସଂ.ବିଣ.)  - ମନ୍ଦଭାଗ୍ୟରୁ ଘଟିଥିବା; ଦୁର୍ଭାଗ୍ୟଜନିତ Due to bad luck; resulting from misfortune.
204 ଅକର୍ମଣ୍ୟ

Also [ ଅକରମଣିଆ ]

  1. Akarmaṇya (ସଂ.ବିଣ.) -  କାର୍ଯ୍ୟ କରିବା ପାଇଁ ଅକ୍ଷମ Unfit for work.
  • ଅକର୍ମଣ୍ୟତା
  1. କର୍ମର ଅଯୋଗ୍ୟ Worthless. 
  2. ଅକାମିକା; ଯେଉଁ ବସ୍ତୁ କିଛି କାମରେ ଆସେ ନାହିଁ Useless.
  • (ଅକର୍ମଣ୍ୟା - ସ୍ତ୍ରୀ)
205 ଅକର୍ମଠ

Also [ ଅକର୍ମଣ୍ୟ]

  1. Akarmaṇya (ସଂ.ବିଣ.) -  କାର୍ଯ୍ୟ କରିବା ପାଇଁ ଅକ୍ଷମ Unfit for work.
  • (ଅକର୍ମଠା - ସ୍ତ୍ରୀ)
Page 41 of 661



Advertisement

sksk