View Page

Category

ss

cat1

cat2

Dictionary : View_page

ID Main Word Content
236 ଅକଶ ନେବା
  1. Akaṡa nebā  (ଦେ.କ୍ରି)ଦାଉ ସାଧିବା; ପ୍ରତିଶୋଧ ନେବା To be avenged on.
237 ଅକଶବାଜ୍‌

Also [ ଅକଶବାଜୀ ]

  1. Akaṡabāj (ବୈଦେ) - ପ୍ରତିହିଂସାପରାୟଣ Revengeful.
  2. ଅହନ୍ତିଆ  Spiteful.
238 ଅକଶର୍‌
  1. Akṡar (ବୈଦେ.) - ସାଧାରଣତଃ Generally. 
  2. ସବୁ ପ୍ରକାରେ In all ways.
  3. ସଦା; ସର୍ବଦା Always.
  4. ଅଧିକାଂଶତଃ For the most. 
  5. ଯଦି ସ୍ୟାତ୍; ଯଦି If; lest.
  6. ଅକସ୍ମାତ୍; ଦୈବାତ୍; ହଠାତ୍ Suddenly.
  7. ସାମାନ୍ୟ ପ୍ରକାରେ Slightly.
  • ସର୍ବନାମ
  1. ପ୍ରତ୍ୟେକ Every.
  2. ସମସ୍ତ All.
239 ଅକଶର୍‌ନାମା
  1. Akaṡarnāmā (ବୈଦେ.) - ଯେଉଁ କ୍ଷମତାପତ୍ର ବଳରେ ଏଜେଣ୍ଟ ମାଲିକର କେତେକ କାର୍ଯ୍ୟ ଚଳାଏ; ଖାସ୍ କ୍ଷମତାପତ୍ର। Special power of attorney.
240 ଅକଶର୍‌ କ୍ଷମତାପତ୍ର

Also : [ ଅକଶର୍‌ନାମା ]

  1. Akaṡar kshamatāpatra (ଦେ.ବି.) - ଯେଉଁ କ୍ଷମତାପତ୍ର ବଳରେ ଏଜେଣ୍ଟ ମାଲିକର କେତେକ କାର୍ଯ୍ୟ ଚଳାଏ; ଖାସ୍ କ୍ଷମତାପତ୍ର। Special power of attorney.
Page 48 of 661



Advertisement

sksk