View Page

Category

ss

cat1

cat2

Dictionary : View_page

ID Main Word Content
246 ଅକଷ୍ଟବନ୍ଧ
  1. Akashṭabandha (ସଂ.ବି.) -  (ଯାହାଠାରୁ ବଳି କଷ୍ଟତର ବନ୍ଧନ ନାହିଁ) ଅତି ଗୁରୁତର କାରାବନ୍ଧନ; କଠିନ କାରାବାସ। Rigorous confinement.
247 ଅକଷ୍ଟଲବ୍ଧ
  1. Akashṭalabdha (ସଂ.ବିଣ.)ସହଜଲବ୍ଧ; ବିନା କଷ୍ଟରେ ମିଳିଥିବା Got easily.
248 ଅକଷ୍ଟଲଭ୍ୟ
  1. Akashṭalabhya (ସଂ.ବିଣ.)ସହଜଲଭ୍ୟ; ଯାହା ସହଜରେ ଲାଭ କରାଯାଇପାରେ  Easily attainable.
249 ଅକସ୍ମାତ୍‌

Also [ ଅକସ୍ମାତେ ]

  1. Akasmāt (ସଂ.ଅ.) କାରଣ ବର୍ଣ୍ଣୀତ ହୋଇ ନ ପାରିବା ପ୍ରକାରେ Without any apparent or assignable cause.
  2. ହଠାତ୍ Suddenly.
  3. ଅପ୍ରତ୍ୟାଶିତରୂପେ Unexpectedly; accidentally.
  4. (ଦେ.ବିଣ.) (ସଂ. ଆକସ୍ମିକ) ଆକସ୍ମିକ Sudden.
  5. ଅପ୍ରତ୍ୟାଶିତ Unexpected.
  6. ଜ୍ଞାତ କାରଣ ବିନା ଘଟିବା Happening without any assignable cause.
250 ଅକହ

Also [ ଅକଥ୍ୟ ]

  1. Akaha (ଦେ.ବିଣ.) - ଅନିର୍ବଚନୀୟ; ଅକଥନୀୟ Unspeakable.
Page 50 of 661



Advertisement

sksk