View Page

Category

ss

cat1

cat2

Dictionary : View_page

ID Main Word Content
256 ଅକାଟ ମୁରୁଖ
  1. Akāṭa murukha  (ଗ୍ରା.ବିଣ) - ଜଡ଼ାମୂର୍ଖ; ଗଜମୂର୍ଖ (ବ୍ୟକ୍ତି); ନିପଟ ମୂର୍ଖ Totally illiterate (person).
257 ଅକାଟ ମୂଷା
  1. Akāṭa mūshā  (ପ୍ରାଦେ. (ଗଡ଼ଜାତ) ବି.) - ଏକପ୍ରକାର ବଡ଼ ପାର୍ବତୀୟ ମୂଷା A kind of mountain-mouse.
258 ଅକାଟ ଶର
  1. Akāṭa ṡara  (ଦେ.ବି.) - ଅମୋଘ ଶର Unfailing arrow. 
  2. ଯେଉଁ ଶରକୁ ଅନ୍ୟ ଶର କାଟି ନ ପାରେ An arrow which cannot be cut short by any other arrow.
259 ଅକାଟ ଶରୀର
  1. Akāṭa ṡarīra (ଦେ.ବି.) - ମନ୍ତ୍ରୌଷଧିଦ୍ୱାରା ଅକାଟ୍ୟ କରାଯାଇଥିବା ମନୁଷ୍ୟଦେହ The body (of a person)rendered invulnerable by charms; charmed body.
  2. ଦେ.ବିଣ.) - ଯେଉଁ ବ୍ୟକ୍ତିର ଶରୀର ଅସ୍ତ୍ରଶସ୍ତ୍ରାଦିଦ୍ୱାରା ଅଭେଦ୍ୟ( (a person) Bearing a charmed life; invulnerable to weapons.
260 ଅକାଟୁ
  1. Akāṭu (ଦେ.ବିଣ.) - ମନ୍ତ୍ରଯନ୍ତ୍ର ପ୍ରଭାବରୁ ଅସ୍ତ୍ରଶସ୍ତ୍ରାଦିଦ୍ୱାରା ଅଭେଦ୍ୟ (ଶରୀର ବା ବ୍ୟକ୍ତି)  (a person or body) Made invulnerable by charms; charmed.
  2. ଅଫଳପ୍ରଦ (ଔଷଧ; ମନ୍ତ୍ରଯନ୍ତ୍ରାଦି); ଯାହା କାଟୁ କରେ ନାହିଁ Fruitless (charms).
  3. ଯେଉଁ ଅସ୍ତ୍ରଶସ୍ତ୍ରାଦି ଲକ୍ଷ୍ୟଭେଦ କରି ନ ପାରେ (Weapons) Incapable of striking the aim. 4। ଦନ୍ଥଡ଼ା (ଅସ୍ତ୍ରଶସ୍ତ୍ର) Blunt (weapon).
  4. (ଦେ.ବି.) ଯେଉଁ ଔଷଧ, ଜଡ଼ି ବୁଟି ବା ଯନ୍ତ୍ରଯୁକ୍ତ ଡେଉଁରିଆ ଧାରଣ କରିବା ବ୍ୟକ୍ତିର ଶରୀରକୁ ଅସ୍ତ୍ର ଭେଦ କରି ପାରେ ନାହିଁ A herb or charm which renders the wearer invulnerable.
  5. ଦେହକୁ ଅକାଟୁ କରିବାପାଇଁ ବ୍ୟବହୃତ ମନ୍ତ୍ର A mystic formula the application of which makes a person invulnerable.
Page 52 of 661



Advertisement

sksk