View Page

Category

ss

cat1

cat2

Dictionary : View_page

ID Main Word Content
261 ଅକାଟ୍ୟ
  1. Akāṭya (ସଂ.ବି.) ଅକର୍ତ୍ତନୀୟ; ଅଚ୍ଛେଦ୍ୟ That which cannot be cut.
  2. ଯେଉଁ ଶରକୁ ଅନ୍ୟ ଅସ୍ତ୍ର କାଟି ପାରେ ନାହିଁ (arrow) Which cannot be cut short by any other weapon. 
  3. ଅବିଭାଜ୍ୟ Indivisible.
  4. ଅଖଣ୍ଡନୀୟ (ଯୁକ୍ତି; ପ୍ରମାଣ) Irrefutable.
  5. ଅମୋଘ (ଔଷଧ; ଶର) Infallible.
262 ଅକାଟ୍ୟ ଓଷଦ
  1. Akāṭya oshada (ଦେ.ବି.) -  ଅମୋଘ ଔଷଧ Infallible remedy
263 ଅକାଟ୍ୟ ପ୍ରମାଣ
  1. Akāṭya pramāṇa (ସଂ.ବି.) - ଅଖଣ୍ଡନୀୟ ପ୍ରମାଣ। Irrefutable evidence; conclusive evidence.
264 ଅକାଠ
  1. Akāṭha  (ଦେ.ବି.) - ନିକୃଷ୍ଟ ଶ୍ରେଣୀର କାଠ Inferior kind of wood.
265 ଅକାଠ କାଠ
  1. Akāṭha kāṭha (ଗ୍ରା.ବିଣ.) - କାଠକାଠ; କୌଣସି କାର୍ଯ୍ୟ କରିବାକୁ ପଶ୍ଚାତ୍ପଦ ବା କୁଣ୍ଠିତ; ନିଶ୍ଚେଷ୍ଟ Shrinking from any work.
Page 53 of 661



Advertisement

sksk