View Page

Category

ss

cat1

cat2

Dictionary : View_page

ID Main Word Content
291 ଅକାରଣଜୀବୀ
  1. Akāraṇajībī  (ସଂ.ବି.)ଯେଉଁ ବ୍ୟକ୍ତି ବା ଜୀବର ଜୀବନ ନିଷ୍ପ୍ରୟୋଜନ Having a useless life.
  • (ଅକାରଣଜୀବିନୀ - ସ୍ତ୍ରୀ)
292 ଅକାରାଦି
  1. Akārādi (ସଂ.ବିଣ.) - ଯେଉଁ ଶବ୍ଦର ଆଦ୍ୟରେ ଅ ଅକ୍ଷର ଅଛି Word beginning with the letter ଅ (A) ସଂ. ଅ.— ଅ ଅକ୍ଷରଠାରୁ ଆରମ୍ଭ କରି  Beginning from alphabet ଅ (A).
293 ଅକାରନ୍ତ
  1. Akārānta (ସଂ.ବି.) - ଯେଉଁ ଶବ୍ଦର ଶେଷ ବର୍ଣ୍ଣ 'ଅ' ଅକ୍ଷର (Word) Having the letter ଅ (A) at the end. (ଯଥା—ଅହିଅ; ଦୁତିଅ; ଦିଅ।)
  2. ଯେଉଁ ଶବ୍ଦର ଶେଷ ବର୍ଣ୍ଣ 'ଅ' ସ୍ୱରଯୁକ୍ତ (Word) Terminating with the sound ଅ (A.) (ଯଥା—କାମ; ମାନ; ଶର।)
  3. (ଦେ.ବିଣ)ଯେଉଁ ଉଚ୍ଚାରଣରେ ଶବ୍ଦର ଶେଷ ବର୍ଣ୍ଣରେ ଥିବା 'ଅ' ସ୍ୱର ସ୍ପଷ୍ଟରୂପେ ଉଚ୍ଚାରିତ ହୁଏ (pronunciation) In which the ଅ (A) sound of the letter at the end of a word is distinctly uttered.
294 ଅକାରେଶ
  1. Akāreṡa (ସଂ.ବି.) - ଅକାର ବା 'ଅ' ଅକ୍ଷରର ଅଧିଷ୍ଠାତୃ ଦେବ) -ପରମାତ୍ମା The Supreme Being.
295 ଅକାର୍ପଣ୍ୟ
  1. Akārpaṇya (ସଂ.ବି.) କୃପଣତାରହିତ  Free from miserliness; unstinted.
  2. ମନର ପ୍ରଫୁଲ୍ଲତା ସହିତ ପ୍ରଦତ୍ତ (ଧନାଦି) (gift) Given with a free and Willing heart.
  3. (ସଂ.ବି.) - କୃପଣତାର ଅଭାବ Freedom from miserliness.
Page 59 of 661



Advertisement

sksk