| 3046 |
ଅନାଗତବାଧା |
- Anāatabādhā (ସଂ.ବି.) - ଭବିଷ୍ୟରେ ଘଟିବା ବାଧା ବା କଷ୍ଟ Future trouble.
|
| 3047 |
ଅନାଗତବିଧାତା |
- Anāgatabidhātā (ସଂ.ବିଣ.) - ଯେ ଭବିଷ୍ୟତ ପାଇଁ ଉପାୟ ସଂସ୍ଥାନ କରେ Providing for future; provident.
- (ସଂ.ବି.) - ପଞ୍ଚତନ୍ତ୍ରୋକ୍ତ ମାଛର ନାମ Name of a fish in a story of the the Pan̄chatantra.
|
| 3048 |
ଅନାଗତାବେକ୍ଷଣ |
- Anāgatābekshaṇa (ସଂ.ବି.) - ଭବିଷ୍ୟତ ବିଷୟରେ ଦୃଷ୍ଟି Act of looking at that which is not yet come or the future.
|
| 3049 |
ଅନାଗତାର୍ତ୍ତବା |
- Anāgatārttabā (ସଂ.ବିଣ.) - ଋତୁମତୀ ହୋଇ ନ ଥିବା (ବାଳିକା) (a girl) Who has not yet attained to puberty.
- ଅଋତୁମତୀ ବାଳିକା An unmenstruated girl.
|
| 3050 |
ଅନାଗତି |
- Anāgati (ସଂ.ବି.) - ଅପ୍ରାପ୍ତି Non-attainment.
- ନ ପହଞ୍ଚିଥିବା Non-arrival.
- ଅନୁପସ୍ଥିତ Absence.
|