| 3056 |
ଅନାଘ୍ରାତ |
- Anāghrāta (ସଂ.ବିଣ.) - ଶୁଘାଂଯାଇ ନ ଥିବା; ଯାହାକୁ କେହି ଅବଧି ଶୁଘିଂନାହିଁ Not yet smelt.
|
| 3057 |
ଅନାଚରଣ |
- Anācharaṇa (ସଂ.ବି.) - ଉଚିତ ବା ପ୍ରଥାସଙ୍ଗତ କାର୍ଯ୍ୟ ନ କରିବା Non-performance of what is right or customary.
- ଅନୁଚିତ ଆଚରଣ Improper behaviour.
- (ସଂ.ବିଣ.) - ଅସଦାଚରଣ Misconduct.
|
| 3058 |
ଅନାଚାର |
- Anāchāra (ସଂ.ବି.) - ଆଚାରହୀନତା Non-observance of social or customary rites.
- ଉଚିତ ବା ପ୍ରଥାସଙ୍ଗତ କାର୍ଯ୍ୟ ନ କରିବା Non-performance of what is right or customary.
- ଅନୁଚିତ ଆଚରଣ Improper behaviour.
- ଅସଦାଚରଣ Misconduct.
- ଆଚାରବିହୀନ Not observing customs.
- କଦାଚାର Of bad conduct.
- ଶୌଚାଦି ଆଚାର ନ ମାନିବା Nonobservance of the prescribed canons of purity.
- ପ୍ରଥା; ଆଇନ ବା ଔଚିତ୍ୟ ନମାନିବା ଲୋକ Regardless of custom law or propriety.
- ଯେ ନିୟମ ମାନେ ନାହିଁ Unprincipled.
- ଅସାଧାରଣ Uncommon.
|
| 3059 |
ଅନାଚାରୀ |
- Anāchārī (ସଂ.ବିଣ.) - ଉଚିତରୂପେ କାର୍ଯ୍ୟ କରୁ ନ ଥିବା Not acting properly.
- ଭଦ୍ର ସମାଜାନୁମୋଦିତ ଆଚାରବିହୀନ Ill-bred; Ill-behaved.
- ଯେ ଗର୍ହିତ ଆଚରଣ କରେ Of bad conduct.
- ଯେ ଶାସ୍ତ୍ରନିର୍ଦ୍ଦିଷ୍ଟ ଆଚାର ନ ପାଳେ Not observing the prescribed canons of the scriptures and law books.
|
| 3060 |
ଅନାଜ |
- Anāja (ଦେ.ବି.) - ଖାଦ୍ୟ; ଶସ୍ୟ Grains.
- ଦାନା Food.
- ପରିବାପତ୍ର Kitchen-vegetables.
- ଇଲାଜ; ଔଷଧ Medicine.
|