| 3066 |
ଅନାତୁର |
- Anātura (ସଂ.ବିଣ.) - ଆତୁରତାରହିତ; ନିଶ୍ଚିନ୍ତ Free from suffering or anxiety.
- ରୋଗହୀନ; ସୁସ୍ଥ Well.
|
| 3067 |
ଅନାତ୍ମଜ୍ଞ |
- Anātmajn̄a (ସଂ.ବିଣ.) - ଆଧ୍ୟାତ୍ମିକ ବା ପାରମାତ୍ମିକ ଜ୍ଞାନଶୂନ୍ୟ Not having spiritual knowledge.
- ନିର୍ବୋଧ; ଯେ ନିଜର ଶକ୍ତି ବା ଅବସ୍ଥା ବୁଝି ନ ପାରେ Unable to realise one's own condition or power.
|
| 3068 |
ଅନାତ୍ମନୀନ |
- Anātmanīa (ସଂ.ବିଣ.) - ଯାହା ଆତ୍ମାର ଉପଯୋଗୀ ନୁହେ Not adopted; to self.
- ନିଃସ୍ୱାର୍ଥ Disinterested.
|
| 3069 |
ଅନାତ୍ମବେଦୀ |
Also : [ ଅନାତ୍ମଜ୍ଞାନ ]
- Anātmabedī (ସଂ.ବିଣ.) - ଆଧ୍ୟାତ୍ମିକ ବା ପାରମାତ୍ମିକ ଜ୍ଞାନଶୂନ୍ୟ Not having spiritual knowledge.
- ନିର୍ବୋଧ; ଯେ ନିଜର ଶକ୍ତି ବା ଅବସ୍ଥା ବୁଝି ନ ପାରେ Unable to realise one's own condition or power.
|
| 3070 |
ଅନାତ୍ମୀୟ |
- Anātmīya (ସଂ.ବିଣ.) - ନିଃସମ୍ପର୍କୀୟ (ବ୍ୟକ୍ତି); ପରି Unrelated; out-sider.
- ବିପକ୍ଷ; ବିଦ୍ୱେଷୀ (ବ୍ୟକ୍ତି) Inimical.
|