View Page

Category

ss

cat1

cat2

Dictionary : View_page

ID Main Word Content
3071 ଅନାତ୍ମ୍ୟ
  1. Anātmya (ସଂ.ବିଣ.)ଯାହା ଆତ୍ମାସମ୍ବନ୍ଧୀୟ ନୁହେ; ଯାହା ବ୍ୟକ୍ତିଗତ ନୁହେ Impersonal.
  2. (ସଂ.ବି.) - ନିଜର ପରିବାର ପ୍ରତି ସ୍ନେହର ଅଭାବ Want of affection for one's own family.
3072 ଅନାତ୍ୟନ୍ତକ
  1. Anāyantika (ସଂ.ବିଣ.)ଅଚିର Not perpetual.
  2. ଯାହା ଶେଷ ନୁହେ Not final.
  3. ଯାହା ମଝିରେ ମଝିରେ ଘଟେ Recurrent.
3073 ଅନାଥ
  1. Anātha (ସଂ.ବିଣ.)ସ୍ୱାମୀହୀନ; ପ୍ରଭୁହୀନ Masterless.
  2. ଆଶ୍ରୟହୀନ; ନିରାଶ୍ରୟ Helpless; forlorn.
  3. ରକ୍ଷକହୀନ Having no protector.
  4. ପିତୃହୀନ Fatherless.
  5. (ସଂ.ବି.)ଆଶ୍ରୟହୀନ ବ୍ୟକ୍ତି  Helpless person.
  6. ଗରିବ ବ୍ୟକ୍ତି Poor person.
  7. ପିତୃମାତୃହୀନ ଶିଶୁ Orphan.
  • ଅନାଥା - (ସ୍ତ୍ରୀ)
3074 ଅନାଥନାଥ
  1. Anāthanātha  (ସଂ.ବି.) - ଅନାଥ ବ୍ୟକ୍ତିର ବନ୍ଧୁ ବା ଆଶ୍ରୟଦାତା Protector of the unprotected.
  2. ପରମାତ୍ମା; ପରମେଶ୍ୱର God.
3075 ଅନାଥନିବାସ

Also : [ ଅନାଥାଶ୍ରମ ]

  1. Anāthaṇibāsa  (ସଂ.ବି.) - ପିତୃମାତୃହୀନ ବାଳକ ବାଳିକାମାନଙ୍କୁ ଶିକ୍ଷା ଦେବା ଓ ପୋଷିବା ପାଇଁ ପ୍ରତିଷ୍ଠିତ ଆଶ୍ରମ  An orphanage.
  2. ଗରିବ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କୁ ଆଶ୍ରୟ ଦେବା ସ୍ଥାନ A poor-house.
Page 615 of 661



Advertisement

sksk