| 3076 |
ଅନାଥପିଣ୍ଡଦ |
- Anāthapiṇḍada (ସଂ.ବି.) - (ଯେ ଦୁଃଖୀ ଗରିବମାନଙ୍କୁ ଅନ୍ନ ଦେଇ ପୋଷୁ ଥିଲେ) ଶାକ୍ୟମୁନି ବା ବୁଦ୍ଧଙ୍କର ଜନୈକ ଭକ୍ତ ଶେଠ; ଏହାଙ୍କ ବଗିଚାରେ ବୁଦ୍ଧ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ Name of a merchant-devotee of the Buddha.
|
| 3077 |
ଅନାଥପିଣ୍ଡିକ |
Also : [ ଅନାଥପିଣ୍ଡଦ ]
- Anāthapiṇḍika (ସଂ.ବି.) - (ଯେ ଦୁଃଖୀ ଗରିବମାନଙ୍କୁ ଅନ୍ନ ଦେଇ ପୋଷୁ ଥିଲେ) ଶାକ୍ୟମୁନି ବା ବୁଦ୍ଧଙ୍କର ଜନୈକ ଭକ୍ତ ଶେଠ; ଏହାଙ୍କ ବଗିଚାରେ ବୁଦ୍ଧ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ Name of a merchant-devotee of the Buddha.
|
| 3078 |
ଅନାଥବନ୍ଧୁ |
- Anāthabandhu (ସଂ.ବି.) - ଅନାଥବ୍ୟକ୍ତିର ସହାୟକ ବା ଆଶ୍ରୟଦାତା The friend of the helpless.
- ପରମେଶ୍ୱର God.
- (ଦେ.ବି.) - ଲୋକଙ୍କ ନାମ A name given to males.
|
| 3079 |
ଅନାଥା |
- Anāthā (ସଂ.ବିଣ.) - ଅନାଥର ସ୍ତ୍ରୀଲିଙ୍ଗ Feminine of Anātha.
- (ସଂ.ବି.) - ଅସହାୟା ସ୍ତ୍ରୀ A helpless woman.
- ପିତୃମାତୃହୀନା ବାଳିକା An orphan girl.
- ବିଧବା A widow.
|
| 3080 |
ଅନାଥାଳୟ |
Also : [ ଅନାଥାଶ୍ରୟ, ଅନାଥାଶ୍ରମ ]
- Anāthāḻaya (ସଂ.ବି.) - ପିତୃମାତୃହୀନ ବାଳକ ବାଳିକାମାନଙ୍କୁ ଶିକ୍ଷା ଦେବା ଓ ପୋଷିବା ପାଇଁ ପ୍ରତିଷ୍ଠିତ ଆଶ୍ରମ An orphanage.
- ଗରିବ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କୁ ଆଶ୍ରୟ ଦେବା ସ୍ଥାନ A poor-house.
|