View Page

Category

ss

cat1

cat2

Dictionary : View_page

ID Main Word Content
3051 ଅନାଗମ
  1. Anāgama (ସଂ.ବି.) - ଅନୁପସ୍ଥିତ Not present.  
  2. ଆସି ନ ଥିବା Not come.
  3. (ଆଇନ) ଯାହା ପୂର୍ବରୁ ଥିବା ସମ୍ପତ୍ତିର ଅଧିକା ହୋଇ ଳାଭ ନାହିଁ କିନ୍ତୁ ଯାହା ବିନା ଦଲିଲରେ ଆବହମାନ କାଳରୁ ଭୋଗଦଖଲ କରାଯାଇଅଛି (law) (a property or thing) Which does not constitute an accession to previous property but has been possessed from time immemorial and therefore without documentary proof.
  4. ଅପ୍ରାପ୍ତି  Non-attainment.
  5. ନ ପହଞ୍ଚିଥିବା Non-arrival.
3052 ଅନାଗମୋପଭୋଗ
  1. Anāgamopabhoga (ସଂ.ବି.) -ଆବହମାନ କାଳରୁ ବିନା ଦଲିଲରେ ଭୋଗ ଦଖଲ କରାଯାଇଥିବା ସମ୍ପତ୍ତିର ଭୋଗ— Possession or enjoyment of a property from time immemorial which does not constitute an accession to previous property.
3053 ଅନାଗମ୍ୟ
  1. Anāgamya (ସଂ.ବିଣ.) - ଅପ୍ରାପ୍ୟ Unattainable.
  2. ଅଗମ୍ୟ Unapproachable.
3054 ଅନାଗାମୀ
  1. Anāgāmī (ସଂ.ବିଣ.) - ଯାହା ଭବିଷ୍ୟତ୍ ନୁହେ Not future.
  2. ଉପସ୍ଥିତ ହେଉ ନ ଥିବା Not arriving.
  3. ଯାହା ଫେରି ଆସି ପାରିବ ନାହିଁ  Not subject to returning.
  4. (ସଂ.ବି.) - ଚାରି ବୌଦ୍ଧ ସମ୍ପ୍ରଦାୟ ମଧ୍ୟରୁ ତୃତୀୟ ସମ୍ପ୍ରଦାୟ Name of the third of the four Buddhist orders.
3055 ଅନାଗାମୁକ
  1. Anāgāmuka (ସଂ.ବିଣ.) - ଯେ ଆସିବାର ସଂଭାବନା ନାହିଁ Not likely to come.
  2. ଆସିବାର ଯାହାର ଅଭ୍ୟାସ ନାହିଁ Not in the habit of coming.
  • ଅନାଗାମୁକା - (ସ୍ତ୍ରୀ)
Page 611 of 661



Advertisement

sksk