View Page

Category

ss

cat1

cat2

Dictionary : View_page

ID Main Word Content
3256 ଅନିର୍ଣ୍ଣୟ

Also :ଅନିର୍ଣ୍ଣୀତ, ଅନିର୍ଣ୍ଣେୟବିଣ ].

  1. Anirṇṇaya (ସଂ.ବି.)ନିଶ୍ଚୟର ଅଭାବ; ଅନିଶ୍ଚିତତା Want of certainty; uncertainty.
  2. ମୀମାଂସାର ଅଭାବ Indecision.
  3. ସନ୍ଦେହ Doubt.
3257 ଅନିର୍ଦଶ
  1. Anirdaṡa (ସଂ.କ୍ରି.ବିଣ.) - (ଯାହାର ବା ଯହିଁରେ ଦଶ ଦିନ ନିର୍ଗତ ହୋଇ ନାହିଁ ବା ଟପି ନାହିଁ)  ସୂତକ ବା ମୃତକ ଅଶୌଚକାଳ ଦଶଦିନ ସମୟ ଟପି ନ ଥିବା ଅବସ୍ଥାରେ; ଦଶଦିନ ଗତ ନ ହେଉଣୁ Within the ten days of impurity caused by a birth or death in the family.
  2. ଯାହାର ଦଶଦିନ କାଳ ଗତ ହୋଇ ନାହିଁ That which has not yet passed ten days.
  3. ଜନ୍ମକାଳରୁ ଦଶ ଦିନ ଗତ ହୋଇ ନ ଥିବା Not more than ten days old.
  4. ମୃତକ ବା ସୂତକାଶୌଚର ଅଶୁଦ୍ଧି କାଳ ଦଶ ଦିନ ସମ୍ବନ୍ଧୀୟ Ralating to the time of ten days after a birth or death.
  • ଅନିର୍ଦଶା - (ସ୍ତ୍ରୀ)
  • ଅନ୍ତର୍ଦଶ - (ବି.)
3258 ଅନିର୍ଦଶାହ
  1. Anirdaṡāha  (ସଂ.ବି.)(ଯାହାର ବା ଯହିଁରେ ଦଶ ଦିନ ନିର୍ଗତ ହୋଇ ନାହିଁ ବା ଟପି ନାହିଁ)  
  2. ଯାହାର ଦଶଦିନ କାଳ ଗତ ହୋଇ ନାହିଁ That which has not yet passed ten days.
  3. ଜନ୍ମକାଳରୁ ଦଶ ଦିନ ଗତ ହୋଇ ନ ଥିବା Not more than ten days old.
  4. ମୃତକ ବା ସୂତକାଶୌଚର ଅଶୁଦ୍ଧି କାଳ ଦଶ ଦିନ ସମ୍ବନ୍ଧୀୟ Ralating to the time of ten days after a birth or death.
  • ଅନିର୍ଦଶାହା - ସ୍ତ୍ରୀ

 [ ଦ୍ର ]  ଅନିର୍ଦଶାହା ସୂତା (ଜନ୍ମ କରିଥିବା) ଗାଭୀ କ୍ଷେତ ଖାଇଲେ ଦଣ୍ଡଯୋଗ୍ୟ ହେବ ନାହିଁ - ରାମଶଙ୍କର, ମନୁ, 8-242.

3259 ଅନିର୍ଦିଷ୍ଟ
  1. Anirdishta  (ସଂ.ବିଣ.) - ଅନିଶ୍ଚିତ Uncertain; indefinite.
  2. ନିରୂପିତ ହୋଇ ନ ଥିବା Uncertained.
  3. ସ୍ଥିରୀକୃତ ହୋଇ ନ ଥିବା  Undetermined.
  4. ବ୍ୟାଖ୍ଯାତ ହୋଇ ନ ଥିବା Unexplained.
  5. ଅନିୟମିତ Irregular.
  6. ଅପରିମିତ; ଅସୀମ Unlimited.
  7. ଯହିଁ ସମ୍ବନ୍ଧେ ଉପଦେଶ ନାହିଁ Undirected; not enjoined.
  8. ସ୍ୱତନ୍ତ୍ରରୂପେ ପ୍ରକାଶିତ ବା କଥିତ ହୋଇ ନ ଥିବା Unspecified.
  • ଅନିର୍ଦେଶ - (ବି.)
  • ଅନିର୍ଦେଶ୍ୟ - (ବିଣ.)
3260 ଅନିର୍ଧାରିତ

Also : [ ଅନିର୍ଦିଷ୍ଟ

  1. Anirdhārita (ସଂ.ବିଣ.) - ଅନିଶ୍ଚିତ Uncertain; indefinite.
  2. ନିରୂପିତ ହୋଇ ନ ଥିବା Uncertained.
  3. ସ୍ଥିରୀକୃତ ହୋଇ ନ ଥିବା  Undetermined.
  4. ବ୍ୟାଖ୍ଯାତ ହୋଇ ନ ଥିବା Unexplained.
  5. ଅନିୟମିତ Irregular.
  6. ଅପରିମିତ; ଅସୀମ Unlimited.
  7. ଯହିଁ ସମ୍ବନ୍ଧେ ଉପଦେଶ ନାହିଁ Undirected; not enjoined.
  8. ସ୍ୱତନ୍ତ୍ରରୂପେ ପ୍ରକାଶିତ ବା କଥିତ ହୋଇ ନ ଥିବା Unspecified.
  • ଅନିର୍ଧାରଣ - (ବି.)
  • ଅନିର୍ଧାରଣୀୟ, ଅନିର୍ଧାର୍ଯ୍ୟ (ବିଣ.)
Page 652 of 661

Advertisement

sksk