View Page

Category

ss

cat1

cat2

Dictionary : View_page

ID Main Word Content
3251 ଅନିୟମୀ
  1. Aniyami (ସଂ.ବିଣ.)ଅନିୟମିତ Irregular.
  2. ଯେ ନିୟମ ପାଳେ ନାହିଁ Not observing or following any rule.
  3. ଆଚାରହୀନ; ଅନାଚାରୀ Transgressing approved rules of conduct.
3252 ଅନିଯୁକ୍ତ

Also : [ ଅନିଯୁକ୍ତି ] 

  1. Anij̄ukta (ସଂ.ବିଣ.)କାର୍ଯ୍ୟରେ ମୁକରର କରାଯାଇ ନ ଥିବା Not appointed.
  2. ଯେ କ୍ଷମତାପ୍ରାପ୍ତ ନୁହେ Not authorised.
  3. (ସଂ.ବି.) - ଧର୍ମାଧିକରଣ ବା ବିଚାରାଳୟରେ ଉପସ୍ଥିତ ଆସେସର୍ ଯେ ବିଧିମତେ ନିଯୁକ୍ତି ହୋଇ ନ ଥିବାରୁ ଭୋଟ ଦେବାକୁ ଅପାରଗ An assessor at a court who has not been formally appointed and is not entitled to vote.
3253 ଅନିରାକରିଷ୍ଣୁ
  1. Anirākarishṇu (ସଂ.ବିଣ.) - ଯେ ବାଧା ନ ଦିଏ  Unobstructive.
  2. ଯେ ଦୋଷଦର୍ଶୀ ନୁହେ Not censorious.
3254 ଅନିରୁଦ୍ଧ
  1. Aniruddha (ସଂ.ବିଣ.)ଅପ୍ରତିହତ Unrestrained; unhindered.
  2. ଅଶାସ୍ୟ Ungovernable.
  3. ଏକବାଗିଆ Self—willed.
  4. (ସଂ.ବି.) - ଗୁଇନ୍ଦା; ଗୁପ୍ତଚର A spy; a secret emissary.
  5. ପଘା; ପଶୁବନ୍ଧନ ରଜ୍ଜୁ A rope for fastening cattle.
  6. (ନାମ) କୃଷ୍ଣଙ୍କର ନାତି; ପ୍ରଦ୍ୟୁମ୍ନ ବା କାମଦେଙ୍କ ପୁତ୍ର ଓ ଉଷାଙ୍କ ସ୍ୱାମୀ Name of the son of Pradyumana. 
  7. ଶିବ; ମହାଦେବ God Ṡiba.
  8. ବିଷ୍ଣୁ  Bishṇu (Apte).
  9. (ନାମ) ଶାକ୍ୟମୁନିଙ୍କ ସମସାମୟିକ ଅର୍ହତବିଶେଷ Name of a Buddhist saint, contemporary of the Buddha. 
  10.  (ନାମ) ବୃଷ୍ଣିବଂଶଧରବିଶେଷ Name of a descendant of Bṛushṇi.
  11. (ଦେ.ବି.) - ପୁରୁଷଙ୍କ ନାମ A name given to males.
  • ଅନିରୁଦ୍ଧା - (ସ୍ତ୍ରୀ)
3255 ଅନିରୁଦ୍ଧପଥ
  1. Aniruddhapatha (ସଂ.ବି.)ଯେଉଁ ବାଟକୁ କେହି ବନ୍ଦ କରି ନାହିଁ An unobstructed path.
  2. (ବହୁବ୍ରୀହ) ବାୟୁମଣ୍ଡଳ The atmosphere.
  3. (ଆକାଶରେ କେହି କାହା ବାଟ ବନ୍ଦ କରି ପାରେନାହିଁ) ଆକାଶ; ଶୂନ୍ୟ Ether; The sky.
  4. ଯାହାର ବାଟକୁ କେହି ବନ୍ଦ କରିନାହିଁ One whose path is not obstructed.
Page 651 of 661



Advertisement

sksk