| 336 |
ଅକୁ |
- Aku (ବୈଦେ. ବି.) - (କଚିରିଆ ଭାଷା) ଉକୁ; ମକଦମା ସମ୍ପର୍କୀୟ ଘଟନା Occurrence.
- ମକଦମାର ଘଟନା ଘଟିଥିବା ସ୍ଥାନ Scene or place of occurrence.
- ଅପରାଧ Offence; misdeed.
|
| 337 |
ଅକୁଟା |
- Akuṭā (ଦେ.ବିଣ.) - ଯାହା କୁଟ୍ଟିତ ହୋଇ ନାହିଁ; ଯାହା ଢିଙ୍କି, ହିମାମଦିସ୍ତା ଆଦି କୁଟିବା ଯନ୍ତ୍ରରେ କୁଟା ବା ଛେଚା ହୋଇ ନାହିଁ Unhusked; not pressed. (ଯଥା - ଅକୁଟା ଧାନ, ଅକୁଟା ଚୂନ।)
|
| 338 |
ଅକୁଣ୍ଠ |
- Akuṇṭha (ସଂ.ବିଣ.) - ଯାହା ଦନ୍ଥଡ଼ା ହୋଇ ନାହିଁ; ତୀକ୍ଷ୍ଣ Not blunted; sharp.
- ସଙ୍କୋଚରହିତ Unhesitating; free from hesitation.
- ଅଶଙ୍କିତ Dauntless.
- ଅସଙ୍କୁଚିତ Not contracted.
- ଯାହା ଜୀର୍ଣ୍ଣଶୀର୍ଣ୍ଣ ହୋଇ ନାହିଁ Not worn out.
- ଅନତ Unbent.
- ଅକ୍ଷୁବ୍ଧ Unagitated.
- ପ୍ରତିଭାନ୍ୱିତ Talented
- ସତେଜ Vigorous
- ସର୍ବଦା ତଟକା Ever fresh
- ଅନନ୍ତକାଳସ୍ଥାୟୀ Eternal
|
| 339 |
ଅକୁଣ୍ଠିତ |
Also : [ ଅକୁଣ୍ଠ ]
- Akuṇṭhita (ସଂ.ବିଣ.) - ଯାହା ଦନ୍ଥଡ଼ା ହୋଇ ନାହିଁ; ତୀକ୍ଷ୍ଣ Not blunted; sharp.
- ସଙ୍କୋଚରହିତ Unhesitating; free from hesitation.
- ଅଶଙ୍କିତ Dauntless.
- ଅସଙ୍କୁଚିତ Not contracted.
- ଯାହା ଜୀର୍ଣ୍ଣଶୀର୍ଣ୍ଣ ହୋଇ ନାହିଁ Not worn out.
- ଅନତ Unbent.
- ଅକ୍ଷୁବ୍ଧ Unagitated.
- ପ୍ରତିଭାନ୍ୱିତ Talented
- ସତେଜ Vigorous
- ସର୍ବଦା ତଟକା Ever fresh
- ଅନନ୍ତକାଳସ୍ଥାୟୀ Eternal
|
| 340 |
ଅକୁତାର୍ଥ |
Also : [ ଅକୃତାର୍ଥ ]
- Akutārtha (ଗ୍ରା.ବିଣ.) - ନଗଣ୍ୟ Insignificant.
- ହେୟ Despicable.
- (ଅକୁତାର୍ଥୀ / ଅକୃତାର୍ଥୀ - ସ୍ତ୍ରୀ)
|