| 326 |
ଅକାଳେ |
- Akāḻe (ଦେ.କ୍ରି.ବିଣ.) - ଅକାଳରେ In Akāḻa.
- ଅସମୟରେ; ଅନୁପଯୁକ୍ତ ସମୟରେ Untimely; in an improper time.
- ଅକସ୍ମାତ; ହଠାତ୍ Suddenly.
- ବହୁକାଳ ଅନ୍ତରରେ; କଦାଚିତ୍; କେବେ କେବେ (ଘଟିବା କଥା) At time few and far between.
- ଅନିଶ୍ଚିତ ସମୟରେ At unstanded times.
- ଅପରିଣତ ବୟସରେ At an unripe age.
- ଉପଯୁକ୍ତ ସମୟ ଗତ ହେଲାରୁ After the proper time.
- ଉପଯୁକ୍ତ ସମୟ ପୂର୍ବରୁ Before the proper time
|
| 327 |
ଅକିଞ୍ଚନ |
Also : [ ଅକିଞ୍ଚନତା, ଅକିଞ୍ଚନତ୍ୱ, ଅକିଞ୍ଚନିମାବି ]
- Akin̄chana (ସଂ.ବିଣ.) - ନିଃସ୍ୱ; ଅତିଦରିଦ୍ର; ସମ୍ବଳହୀନ Destitute; pennyless; indigent.
- ନଗଣ୍ୟ Insignificant; (man) of straw.
- ସାମାନ୍ୟ; ଇତର Humble.
- ହେୟ Despicable.
- ମୂଢ଼; ହୀନ; ଅଧମ Low; mean.
- ମୂଲ୍ୟହୀନ That which is worth nothing
|
| 328 |
ଅକିଞ୍ଚନତା |
- Akin̄chanatā (ସଂ.ବି.) - ଦରିଦ୍ରତା; ହୀନତା। Poverty; destitution.
- ହୀନତା Meanness; despicableness.
- ନିଜ ଇଚ୍ଛାରେ ବରଣ କରିବା ଦାରିଦ୍ର୍ୟ Voluntary poverty (as practised by the jaina ascetics).
|
| 329 |
ଅକିଞ୍ଚିତ୍ |
- Akin̄chit (ସଂ.ବିଣ) - ଅତି ସାମାନ୍ୟ Very humble.
- ଅତି ହେୟ Very insignificant.
- (ସଂ.ସର୍ବ) - ଅତି ସାମାନ୍ୟ; ଯତ୍ସାମାନ୍ୟ A very little.
|
| 330 |
ଅକିଞ୍ଚିତ୍କର |
- Akin̄chitkara (ସଂ.ବିଣ.) - ଅତି ତୁଚ୍ଛ; ଅତି ସାମାନ୍ୟ Very slight; very insignificant.
- ଅତି ହେୟ Very despicable.
- ଯାହା ଦ୍ୱାରା କିଛି କାମ ହୋଇ ପାରେ ନାହିଁ। Good-for-nothing.
|