View Page

Category

ss

cat1

cat2

Dictionary : View_page

ID Main Word Content
321 ଅକାଳିଗୁଡ଼ୁ

Also : [ ଅକାଲିଗୁଡୁ ]

  1. Akāḻiguṟḍ̠u (ପ୍ରାଦେ.(ବି.) - ବାଳକମାନଙ୍କର ଏକ ପ୍ରକାର ଡୁଡୁ ଖେଳ A kind of out-door game amongst boys.
     

[ ଦ୍ର ] ଏହା ଡୁଡୁ ଖେଳ ପରି ଦୁଇ ଦଳଙ୍କ ମଧ୍ୟରେ ଖେଳାଯାଏ; ଏକ ଦଳର ଯେଉଁ ବାଳକ ମଝି ଗାରକୁ ଡେଇଁ ଅନ୍ୟ ଦଳର ସୀମାକୁ ଯାଏ, ସେ 'ଅକାଳି' 'ଅକାଳି' ଶବ୍ଦ ଉଚ୍ଚାରଣ କରି ଦଉଡ଼ୁଥିବାରୁ ଖେଳର ଏହି ନାମ।]

322 ଅକାଳୀ

Also : [ ଅକାଳି ]

  1. Akāḻī (ଦେ.ବି.) - (ଅକାଳିକ; ଅକାଳ ଏମାନଙ୍କ ଉପାସ୍ୟ ଦେବ ଥିବାରୁ) - ନାନକପନ୍ଥୀ; ଶିଖ ସମ୍ପ୍ରଦାୟ The Sikhs.
323 ଅକାଳି

Also : [ ଅକାଳୀ ]

  1. Akāḻī (ଦେ.ବି.) - (ଅକାଳିକ; ଅକାଳ ଏମାନଙ୍କ ଉପାସ୍ୟ ଦେବ ଥିବାରୁ) - ନାନକପନ୍ଥୀ; ଶିଖ ସମ୍ପ୍ରଦାୟ The Sikhs.
324 ଅକାଳୀଜାଠ
  1. Akāḻījāṭha  (ଦେ.ବି.)ଅକାଳୀ ସମ୍ପ୍ରଦାୟଙ୍କ ଦଳ  A company of Akāḻīs.
325 ଅକାଳୀୟ
  1. Akāḻīya (ସଂ.ବିଣ.)ଅକାଳସମ୍ବନ୍ଧୀୟ Relating to Akāḻa.
Page 65 of 661



Advertisement

sksk