| 401 |
ଅକ୍ରୋଧନ |
- Akrodhana (ସଂ.ବିଣ.) - କ୍ରୋଧରହିତ Free from anger.
- ଯେ କ୍ରୋଧକୁ ଦମନ କରେ One who can suppress anger.
- (ସଂ.ବିଣ.) - ବିଷ୍ଣୁପୁରାଣୋକ୍ତ ରାଜା ଅୟୁତାଶ୍ୱଙ୍କ ପୁତ୍ର Name of a prince.
|
| 402 |
ଅକ୍ଳମ |
Also : [ ଅକ୍ଳାନ୍ତ ]
- Akḻāma (ସଂ.ବିଣ.) - କ୍ଳାନ୍ତିରହିତ; ଯାହାକୁ ବାଧି ନାହିଁ (ବ୍ୟକ୍ତି) Unfatigued.
- ଯାହାକୁ ପରିଶ୍ରମ ବାଧେ ନାହିଁ (ବ୍ୟକ୍ତି) Tireless.
- ଯେଉଁ ପରିଶ୍ରମ କରିବା ବ୍ୟକ୍ତି କ୍ଳାନ୍ତିନିବାରଣ ପାଇଁ ବିଶ୍ରାମ ନିଏ ନାହିଁ; ଅବିଶ୍ରାମ (labour) In which a person does not take rest; unwearied.
- (ବି.) ଅକ୍ଳାନ୍ତି
|
| 403 |
ଅକ୍ଳାନ୍ତ |
Also : [ ଅକ୍ଳମ ]
- Akḻānta (ସଂ.ବିଣ.) - କ୍ଳାନ୍ତିରହିତ; ଯାହାକୁ ବାଧି ନାହିଁ (ବ୍ୟକ୍ତି) Unfatigued.
- ଯାହାକୁ ପରିଶ୍ରମ ବାଧେ ନାହିଁ (ବ୍ୟକ୍ତି) Tireless.
- ଯେଉଁ ପରିଶ୍ରମ କରିବା ବ୍ୟକ୍ତି କ୍ଳାନ୍ତିନିବାରଣ ପାଇଁ ବିଶ୍ରାମ ନିଏ ନାହିଁ; ଅବିଶ୍ରାମ (labour) In which a person does not take rest; unwearied.
- (ବି.) ଅକ୍ଳାନ୍ତି
|
| 404 |
ଅକ୍ଳିକା |
Category : [ Plant ]
- Akḻikā (ସଂ.ବି.) - ନୀଳି ବୃକ୍ଷ Indigo plant
|
| 405 |
ଅକ୍ଳିନ୍ନ |
- Akḻinna (ସଂ.ବିଣ.) - ଯାହା ଓଦା ନୁହେଁ Not moist.
|