| 396 |
ଅକ୍ରିୟାବନ୍ତ |
- Akriyābanta (ଦେ.ବିଣ.) - ଅକ୍ରିୟ; କ୍ରିୟାହୀନ Inactive.
- ଅଶୁଚି Impure.
- ଅଧାର୍ମିକ Irreligious.
- ଅନୁଚିତ କର୍ମକାରୀ Doing improper acts.
|
| 397 |
ଅକ୍ରିୟତା |
- Akriyata (ବି.) - ନିଷ୍କ୍ରିୟ; ସର୍ବକର୍ମଶୁନ୍ୟ Doing no action.
- କ୍ରିୟାକର୍ମରହିତ Inactive.
|
| 398 |
ଅକ୍ରୂର |
- Akrūra (ସଂ.ବିଣ.) - ଯେ ନିଷ୍ଠୁର ନୁହେଁ; ଦୟାଶୀଳ Not cruel; kind.
- ସାଧୁ ସ୍ୱଭାବ Good; honest.
- ସରଳ Frank.
- (ସଂ.ବି.) - କଂସର ମନ୍ତ୍ରୀ ଓ ଶ୍ରୀକୃଷ୍ଣଙ୍କ ପିତୃବ୍ୟ Name of a minister of king kaṁasa and paternal uncle of Ṡrīkṛushṇa.
|
| 399 |
ଅକ୍ରେୟ |
- Akreya (ସଂ.ବିଣ.) - ଯାହା ଧନ ଦ୍ୱାରା କିଣା ଯାଇ ନ ପାରେ That which cannot be purchased for money.
- ମହାର୍ଘ; ଦୁର୍ମୂଲ୍ୟ; ଆକରା; ମହର୍ଗ Dear in price.
|
| 400 |
ଅକ୍ରୋଧ |
- Akrodha (ସଂ.ବି.) - କ୍ରୋଧାଭାବ Freedom from anger
- କ୍ରୋଧର ଦମନ Suppression of anger.
- (ସଂ.ବିଣ.) - କ୍ରୋଧଶୂନ୍ୟ Free from anger; unruffled by anger.
- (ବି) - ଅକ୍ରୋଧତା
|